ପୂରା ପରିବାରକୁ ଶେଷ କରି ଆତ୍ମହତ୍ୟା

ନୂଆଦିଲ୍ଲୀ: ଆଜିକୁ ଠିକ୍‌ ବର୍ଷକ ତଳେ ଅର୍ଥାତ ଜୁଲାଇ ୧ ତାରିଖ ୨୦୧୮ରେ ନୂଆଦିଲ୍ଲୀର ବୁରାରି ଅଞ୍ଚଳରେ ଭାଟିଆ ପରିବାରର ୧୧ ଜଣ ସଦସ୍ୟଙ୍କ ସାମୂହିକ ମୃତ୍ୟୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଆଜି ଏହି ଘଟଣାକୁ ବର୍ଷେ ପୂରିଥିବା ବେଳେ ଗୁରୁଗ୍ରାମରୁ ଅନୁରୂପ ଘଟଣା ସାମ୍ନାକୁ ଆସିଛି। ପ୍ରକାଶ ସିଂହ ନାମକ ଜଣେ ବ୍ୟକ୍ତି ନିଜର ପରିବାରର ସବୁ ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। […]

weq

weq

Hemant Lenka
  • Published: Monday, 01 July 2019
  • Updated: 01 July 2019, 08:39 PM IST

Sports

Latest News

ନୂଆଦିଲ୍ଲୀ: ଆଜିକୁ ଠିକ୍‌ ବର୍ଷକ ତଳେ ଅର୍ଥାତ ଜୁଲାଇ ୧ ତାରିଖ ୨୦୧୮ରେ ନୂଆଦିଲ୍ଲୀର ବୁରାରି ଅଞ୍ଚଳରେ ଭାଟିଆ ପରିବାରର ୧୧ ଜଣ ସଦସ୍ୟଙ୍କ ସାମୂହିକ ମୃତ୍ୟୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଆଜି ଏହି ଘଟଣାକୁ ବର୍ଷେ ପୂରିଥିବା ବେଳେ ଗୁରୁଗ୍ରାମରୁ ଅନୁରୂପ ଘଟଣା ସାମ୍ନାକୁ ଆସିଛି।

ପ୍ରକାଶ ସିଂହ ନାମକ ଜଣେ ବ୍ୟକ୍ତି ନିଜର ପରିବାରର ସବୁ ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗୁରୁଗ୍ରାମର ସେକ୍ଟର ୪୯ରେ ଥିବା ପ୍ରକାଶ ସିଂହଙ୍କ ଘରୁ ପୁଲିସ୍‌ ୪ ମୃତଦେହ ଉଦ୍ଧାର କରିଛି।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ପ୍ରକାଶ ସିଂହ ହାଇଦ୍ରାବାଦର ଏକ କେମିକାଲ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ତାଙ୍କ ପତ୍ନୀ କୋମଲ ସିଂହ ଏକ ଘରୋଇ ସ୍କୁଲ ଚଳାଉଥିଲେ। ପ୍ରକାଶ ସିଂହ ପ୍ରଥମେ ତାଙ୍କ ପତ୍ନୀ ଓ ଦୁଇ ପିଲା ଆଦିତି ଏବଂ ଆଦିତ୍ୟଙ୍କୁ ହତ୍ୟା କରିଥିଲେ। ଏହାପରେ ସେ ଅନ୍ୟ ଏକ ରୁମ୍‌ରେ ସିଲିଂରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ।

ପୁଲିସ୍‌ ପ୍ରକାଶଙ୍କ ପକେଟ୍‌ରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ଏଥିରୁ ପ୍ରକାଶ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ପୁଲିସ୍‌ କୋମଲ, ଆଦିତି ଓ ଆଦିତ୍ୟଙ୍କ ମୃତଦେହରେ ଏକାଧିକ କ୍ଷତ ଚିହ୍ନ ରହିଥିବା କହିଛି।

ପ୍ରକାଶଙ୍କ ମୃତଦେହ ଗୋଟିଏ ରୁମରୁ ଓ ଅନ୍ୟ ୩ ଜଣଙ୍କ ମୃତଦେହ ଅନ୍ୟ ଏକ ରୁମରୁ ପୁଲିସ୍‌ ଉଦ୍ଧାର କରିଛି। ଏବେ ପୁଲିସ୍‌ କେଉଁ ସ୍ଥିତିରେ ଏମାନଙ୍କ ମୃତ୍ୟୁ ହେଲା, ତା’ର ତଦନ୍ତ କରୁଛି। ପୁଲିସ୍‌ ଘର ମଧ୍ୟରୁ ଏକାଧିକ ଧାରୁଆ ଅସ୍ତ୍ର ମଧ୍ୟ ଠାବ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story