ମଣିପୁରରେ ଆତଙ୍କବାଦୀଙ୍କ ଆକ୍ରମଣ: ୨୦ ଯବାନ ସହିଦ୍ ,୧୧ଗୁରୁତର

ଇମ୍ଫାଲ: ମଣିପୁରରେ ଏକ ବଡଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୨୦ଜଣ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ୧୧ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଆଜି ସକାଳ ୮ଟା ୩୦ରେ ମଣିପୁରର ଚାଣ୍ଡେଲ ଜିଲ୍ଲାରେ ଘଟିଛି। ପୂର୍ବରୁ ଛପିଥିବା ଉଗ୍ରବାଦୀମାନେ ମୋଥୁଲରୁ ଇମ୍ଫାଲକୁ ଆସୁଥିବା ୬ ଡୋଗ୍ରା ରେଜିମେଣ୍ଟ ଯବାନଙ୍କ ଉପରେ ଯୋଜନାବଦ୍ଧ ଅତର୍କିତ ଆକ୍ରମଣ କରିଥିଲେ।

manipur

Rakesh Mallick
  • Published: Thursday, 04 June 2015
  • , Updated: 05 June 2015, 06:47 AM IST

Related story