ମଣିପୁରରେ ଭୂସ୍ଖଳନ, ୨୧ ମୃତ

ଇମ୍ଫାଲ୍: ସାମୁଦ୍ରିକ ଝଡ ‘କୋମେନ୍’ ପ୍ରଭାବରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଗତ ଶୁକ୍ରବାର ଠାରୁ ପ୍ରବଳ ବର୍ଷା ଜାରି ରହିଛି। ପଶ୍ଚିମବଙ୍ଗ, ଓଡିଶା, ଝାଡ଼ଖଣ୍ଡ ଓ ବିହାର ସମେତ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେଉଛି।  ମଣିପୁରର ଚାନ୍ଦେଲ ଜିଲ୍ଲାର ଜୁମେଆଲା ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ଏହି ଭୂସ୍ଖଳନରେ ପ୍ରାୟ ୨୧ ଲୋକଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ପାଇଁ ଏକ ଏନଡିଆରପିଏଫ୍ ଟିମ୍ ଘଟଣାସ୍ଥଳକୁ ପଠାଯାଇଥିବା କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂ […]

manipur-

Rakesh Mallick
  • Published: Sunday, 02 August 2015
  • , Updated: 02 August 2015, 08:01 AM IST

ଇମ୍ଫାଲ୍: ସାମୁଦ୍ରିକ ଝଡ ‘କୋମେନ୍’ ପ୍ରଭାବରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଗତ ଶୁକ୍ରବାର ଠାରୁ ପ୍ରବଳ ବର୍ଷା ଜାରି ରହିଛି। ପଶ୍ଚିମବଙ୍ଗ, ଓଡିଶା, ଝାଡ଼ଖଣ୍ଡ ଓ ବିହାର ସମେତ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେଉଛି।  ମଣିପୁରର ଚାନ୍ଦେଲ ଜିଲ୍ଲାର ଜୁମେଆଲା ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ଏହି ଭୂସ୍ଖଳନରେ ପ୍ରାୟ ୨୧ ଲୋକଙ୍କ ମୃତ୍ୟୁ ଘଟିଛି।

ଉଦ୍ଧାର କାର୍ଯ୍ୟ ପାଇଁ ଏକ ଏନଡିଆରପିଏଫ୍ ଟିମ୍ ଘଟଣାସ୍ଥଳକୁ ପଠାଯାଇଥିବା କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂ  ଟ୍ୱିଟ୍ କରି ଜଣାଇଛନ୍ତି। ଏହାସହିତ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସହିତ ସେ ଟେଲିଫୋନରେ କଥା ହୋଇଛନ୍ତି। ଘଟଣାସ୍ଥଳକୁ ଗୃହମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ଯିବାର କାର୍ଯ୍ୟକ୍ରମ ରହିଛି।

Related story