ମନୋଜ ତିୱାରୀ ଦିଲ୍ଲୀ ବିଜେପି ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ଏକ ବଡ଼ ଅଦଳବଦଳ ହୋଇଛି। ପାର୍ଟି ଅଧ୍ୟକ୍ଷ ଅମିତ୍ ଶାହା ଆଜି ସତୀଶ ଉପାଧ୍ୟାୟଙ୍କ ସ୍ଥାନରେ ଉତ୍ତର-ପୂର୍ବ ଦିଲ୍ଲୀର ସାଂସଦ ମନୋଜ ତିୱାରୀଙ୍କୁ ପ୍ରଦେଶ ଅଧ୍ୟକ୍ଷ କରିଛନ୍ତି। ମନୋଜ ତିୱାରୀଙ୍କୁ ନଜର ପୂର୍ବାଞ୍ଚଳ ଭୋଟ୍‌ ଉପରେ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହାସହ ବିହାର ବିଜେପିର ଅଧ୍ୟକ୍ଷଙ୍କୁ ମଧ୍ୟ ବଦଳା ଯାଇଛି। ଏଠାରେ ନିତ୍ୟାନନ୍ଦ ରାୟଙ୍କୁ ଦଳର ରାଜ୍ୟ ସଭାପତି କରାଯାଇଛି। ସେ ମଙ୍ଗଲ ପାଣ୍ଡେଙ୍କ ସ୍ଥାନରେ କାମ କରିବେ।

manoj-tiwari

Rakesh Mallick
  • Published: Wednesday, 30 November 2016
  • , Updated: 30 November 2016, 02:28 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ଏକ ବଡ଼ ଅଦଳବଦଳ ହୋଇଛି। ପାର୍ଟି ଅଧ୍ୟକ୍ଷ ଅମିତ୍ ଶାହା ଆଜି ସତୀଶ ଉପାଧ୍ୟାୟଙ୍କ ସ୍ଥାନରେ ଉତ୍ତର-ପୂର୍ବ ଦିଲ୍ଲୀର ସାଂସଦ ମନୋଜ ତିୱାରୀଙ୍କୁ ପ୍ରଦେଶ ଅଧ୍ୟକ୍ଷ କରିଛନ୍ତି। ମନୋଜ ତିୱାରୀଙ୍କୁ ନଜର ପୂର୍ବାଞ୍ଚଳ ଭୋଟ୍‌ ଉପରେ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଏହାସହ ବିହାର ବିଜେପିର ଅଧ୍ୟକ୍ଷଙ୍କୁ ମଧ୍ୟ ବଦଳା ଯାଇଛି। ଏଠାରେ ନିତ୍ୟାନନ୍ଦ ରାୟଙ୍କୁ ଦଳର ରାଜ୍ୟ ସଭାପତି କରାଯାଇଛି। ସେ ମଙ୍ଗଲ ପାଣ୍ଡେଙ୍କ ସ୍ଥାନରେ କାମ କରିବେ।

Related story