ଟ୍ରେଲର ଓ ଜିପ୍ ମଧ୍ୟରେ ଧକ୍କା, ୭ ମୃତ

ଜୟପୁର: ଟ୍ରେଲର ଟ୍ରକ ଓ ଜିପ୍ ମୁହାଁମୁହିଁ ଧକ୍କା ହେବା ଫଳରେ ସାତ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ରାଜସ୍ଥାନର ଚିତ୍ତୋରଗଡ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଶନିବାର ଉଦୟପୁର-ନିମ୍ବାହେରା ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନି ଜଣଙ୍କର ପରେ ମୃତ୍ୟୁ ଘଟିଛି। ମୋଟ୍ ନଅ ଜଣ ଆହତ ହୋଇଥିବା ପୁଲିସ କହିଛି। ସମସ୍ତ ଆହତ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। […]

rajasthan-accident

Subhransu Sekhar
  • Published: Sunday, 13 December 2020
  • , Updated: 13 December 2020, 09:48 AM IST

ଜୟପୁର: ଟ୍ରେଲର ଟ୍ରକ ଓ ଜିପ୍ ମୁହାଁମୁହିଁ ଧକ୍କା ହେବା ଫଳରେ ସାତ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ରାଜସ୍ଥାନର ଚିତ୍ତୋରଗଡ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଶନିବାର ଉଦୟପୁର-ନିମ୍ବାହେରା ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନି ଜଣଙ୍କର ପରେ ମୃତ୍ୟୁ ଘଟିଛି। ମୋଟ୍ ନଅ ଜଣ ଆହତ ହୋଇଥିବା ପୁଲିସ କହିଛି। ସମସ୍ତ ଆହତ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

https://twitter.com/PMOIndia/status/1337820746026913793?s=20

https://twitter.com/ashokgehlot51/status/1337807535881908224?s=20

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି। ପୀଡିତଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Related story