ସଂରକ୍ଷଣ ଦାବିରେ ତେଜିଲା ମରାଠା ବିକ୍ଷୋଭ: ମୁମ୍ବାଇରେ ଜେଲ୍‌ ଭରୋ ଆନ୍ଦୋଳନ

ମୁମ୍ବାଇ: ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବିରେ ମରାଠା ସଂପ୍ରଦାୟଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ତୀବ୍ର ରୂପ ଧାରଣ କରିଛି। ଆଜି ସଂଗଠନ ପକ୍ଷରୁ ମୁମ୍ବାଇରେ ଜେଲ୍‌ ଭରୋ ଆନ୍ଦୋଳନ ଆରମ୍ଭ ହୋଇଛି। ମରାଠା କ୍ରାନ୍ତି ମୋର୍ଚ୍ଚାର ହଜାର ହଜାର ବିକ୍ଷୋଭକାରୀ ଦକ୍ଷିଣ ମୁମ୍ବାଇର ଆଜାଦ୍‌ ମଇଦାନରେ ଶାନ୍ତିପୂର୍ଣ୍ଣ ଭାବେ ଜେଲ୍‌ ଭରୋ ଆନ୍ଦୋଳନ କରିଛନ୍ତି। ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ସଂଗଠନର କିଛି ସଦସ୍ୟ ସମାନ ଧରଣର ବିକ୍ଷୋଭ କରିଛନ୍ତି। ତେବେ […]

657177595-strike_6

657177595-strike_6

Rakesh Mallick
  • Published: Wednesday, 01 August 2018
  • Updated: 01 August 2018, 03:33 PM IST

Sports

Latest News

ମୁମ୍ବାଇ: ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବିରେ ମରାଠା ସଂପ୍ରଦାୟଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ତୀବ୍ର ରୂପ ଧାରଣ କରିଛି। ଆଜି ସଂଗଠନ ପକ୍ଷରୁ ମୁମ୍ବାଇରେ ଜେଲ୍‌ ଭରୋ ଆନ୍ଦୋଳନ ଆରମ୍ଭ ହୋଇଛି।

ମରାଠା କ୍ରାନ୍ତି ମୋର୍ଚ୍ଚାର ହଜାର ହଜାର ବିକ୍ଷୋଭକାରୀ ଦକ୍ଷିଣ ମୁମ୍ବାଇର ଆଜାଦ୍‌ ମଇଦାନରେ ଶାନ୍ତିପୂର୍ଣ୍ଣ ଭାବେ ଜେଲ୍‌ ଭରୋ ଆନ୍ଦୋଳନ କରିଛନ୍ତି। ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ସଂଗଠନର କିଛି ସଦସ୍ୟ ସମାନ ଧରଣର ବିକ୍ଷୋଭ କରିଛନ୍ତି। ତେବେ ଏଭଳି ଆନ୍ଦୋଳନ ଯୋଗୁ ସଡ଼କ ଓ ରେଳ ପଥରେ ଯାତାୟାତ ପ୍ରଭାବିତ ହୋଇ ନଥିବା ଜଣେ ଅଧିକାରୀ କହିଛନ୍ତି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ସୁରକ୍ଷକର୍ମୀଙ୍କୁ ନିୟୋଜିତ କରାଯାଇଛି।

କିନ୍ତୁ ପୁଲିସ୍‌ କହିଛି, ମରାଠା ସଂହପ୍ରଦାୟ ପକ୍ଷରୁ ପୁଣେ-ସୋଲାପୁର ରାସ୍ତା ଅବୋରଧ କରିଛନ୍ତି। ପୁଣେର ଜୁନା ଜିଲ୍ଲାରେ ମଧ୍ୟ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି। ଶିହୁରି ଓ ଖେଡ଼ା ତହସିଲରେ ମଧ୍ୟ ସଂରକ୍ଷଣ ଦାବିରେ ଶୋଭାଯାତ୍ରା କରାଯାଇଥିଲା। ହିଙ୍ଗୋଳ ଜିଲ୍ଲାରେ ଚାଷୀମାନେ ଶଗଡ଼ ଧରି ମରାଠା ସଂପ୍ରଦାୟଙ୍କ ଦାବି ସପକ୍ଷରେ ଆନ୍ଦୋଳନ କରିଥିଲେ।

କେଦାର ସିନ୍ଧେ ନାମକ ଜଣେ ଆନ୍ଦୋଳନକାରୀ କହିଛନ୍ତି, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କ ଉପରେ ଆମର ଆସ୍ଥା ଆଉ ନାହିଁ। ସେ ସଂରକ୍ଷଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଁ ଏହା କେବଳ ଧୂଆଁବାଣ ବୋଲି ଜଣାପଡିଲାଣି। କିଛି ବିକ୍ଷୋଭକାରୀ ରାଜ୍ୟ ଶ୍ରମ ମନ୍ତ୍ରୀଙ୍କ ବାସଭବନ ଆଗରେ ମଧ୍ୟ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି।

ଚାକିରି ଓ ଶିକ୍ଷା କ୍ଷେତ୍ରରେ ୫୦% ସଂରକ୍ଷଣ, କୋପ୍ରାଡି ଦୁଷ୍କର୍ମ ଘଟଣାର ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଓ ଏସ୍‌ସି/ଏସ୍‌ଟି ଆଇନ୍‌କୁ ସଂଶୋଧନ କରିବା ଦାବିରେ ମରାଠା ସଂପ୍ରଦାୟ ପକ୍ଷରୁ ଆନ୍ଦୋଳନ କରାଯାଉଛି। ଇତି ମଧ୍ୟରେ ୬  ଜଣ ଲୋକ ଆତ୍ମହତ୍ୟା କରି ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story