୧୯୯୩ ମୁମ୍ୱାଇ ବିସ୍ଫୋରଣ ମାମଲା: ୟାକୁବ୍ ମେମନଙ୍କୁ ଜୁଲାଇ ୩୦ରେ ଦିଆଯାଇପାରେ ଫାଶୀ  

ମୁମ୍ବାଇ:  ୧୯୯୩ ମୁମ୍ୱାଇ ବିସ୍ଫୋରଣରେ ମାଷ୍ଟର ମାଇଣ୍ଡ ୟାକୁବ୍ ମେମନଙ୍କୁ ଜୁଲାଇ ୩୦ରେ ଫାଶୀ ଦିଆଯାଇପାରେ । ଏଥିପାଇଁ ମହାରାଷ୍ଟ୍ର ସରକାର ସମସ୍ତ ପ୍ରସ୍ତୁତି ଶେଷ କରିଥିବା ଜଣାପଡିଛି। ନାଗପୁର ସେଣ୍ଟ୍ରାଲ୍ ଜେଲରେ ଫାଶି ଦିଆଯିବାକୁ ସ୍ଥିର ହୋଇଛି। ଆସନ୍ତା ୨୧ରେ ସୁପ୍ରିମକୋର୍ଟରେ ଦ୍ୱିତୀୟଥର ପାଇଁ ୟାକୁବ ପକ୍ଷରୁ ଦାୟର ହୋଇଥିବା କ୍ଷମା ପ୍ରାର୍ଥନାର ଶୁଣାଣି ହେବ। ତେବେ ଏହି ଆବେଦନ ଖାରଜ ହେଲେ ଜୁଲାଇ ୩୦ ସକାଳ ୭ଟାରେ ୟାକୁବକୁ ଫାଶୀ ଦିଆଯିବାକୁ ମହାରାଷ୍ଟ୍ରର ସରକାର […]

Yakub-Memon

Yakub-Memon

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 08:06 AM IST

Sports

Latest News

ମୁମ୍ବାଇ:  ୧୯୯୩ ମୁମ୍ୱାଇ ବିସ୍ଫୋରଣରେ ମାଷ୍ଟର ମାଇଣ୍ଡ ୟାକୁବ୍ ମେମନଙ୍କୁ ଜୁଲାଇ ୩୦ରେ ଫାଶୀ ଦିଆଯାଇପାରେ । ଏଥିପାଇଁ ମହାରାଷ୍ଟ୍ର ସରକାର ସମସ୍ତ ପ୍ରସ୍ତୁତି ଶେଷ କରିଥିବା ଜଣାପଡିଛି। ନାଗପୁର ସେଣ୍ଟ୍ରାଲ୍ ଜେଲରେ ଫାଶି ଦିଆଯିବାକୁ ସ୍ଥିର ହୋଇଛି। ଆସନ୍ତା ୨୧ରେ ସୁପ୍ରିମକୋର୍ଟରେ ଦ୍ୱିତୀୟଥର ପାଇଁ ୟାକୁବ ପକ୍ଷରୁ ଦାୟର ହୋଇଥିବା କ୍ଷମା ପ୍ରାର୍ଥନାର ଶୁଣାଣି ହେବ। ତେବେ ଏହି ଆବେଦନ ଖାରଜ ହେଲେ ଜୁଲାଇ ୩୦ ସକାଳ ୭ଟାରେ ୟାକୁବକୁ ଫାଶୀ ଦିଆଯିବାକୁ ମହାରାଷ୍ଟ୍ରର ସରକାର ସ୍ଥିର କରିଛନ୍ତି। ପୂର୍ବରୁ ଉଭୟ ସୁପ୍ରିମକୋର୍ଟ ଏବଂ ରାଷ୍ଟ୍ରପତିଙ୍କ ନିକଟରେ ଥରେ ଲେଖାଏଁ ୟାକୁବର କ୍ଷମା ଆବେଦନ ଖାରଜ ହୋଇ ସାରିଛି। ସୁପ୍ରିମକୋର୍ଟ ପୂର୍ବରୁ ୟାକୁବର ଫାଶୀ ଦଣ୍ଡାଦେଶକୁ ଅପରିବର୍ତ୍ତିତ ରଖି ଅନ୍ୟ ୧୧ଜଣ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ। ଆତଙ୍କବାଦୀ ଟାଇଗର ମେମନର ଭାଇ ୟାକୁବକୁ ମୁମ୍ୱାଇ ସିରିଏଲ ବିସ୍ଫୋରଣରେ ପ୍ଲାନିଂ ଓ ପ୍ଲଟିଂ ଅଭିଯୋଗରେ ୨୦୦୭ରେ ଟାଡା କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ୧୯୯୩ରେ ସଂଘଟିତ ମୁମ୍ୱାଇ ସିରିଏଲ୍ ବୋମା ବିସ୍ଫୋରଣରେ ୨୫୭ ଜଣଙ୍କର ମୃତ୍ୟୁ ହେବା ସହ ୭୧୩ ଜଣ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story