ମିଆଁମାରରେ ଭୂ-କମ୍ପ

ରେଙ୍ଗୁନ୍‌:  ଆଜି ସକାଳ ୭ଟା ୪୧ରେ ମିଆଁମାରରେ  ଭୂକମ୍ପ ହୋଇଛି। ମାତ୍ର ଏଥିରେ କେହି ମୃତାହତ ହୋଇନାହାନ୍ତି। ଭୂ-କମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୩ ଥିଲା। ଲୋକେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। ଆମେରିକା ଭୂ-ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ମୁତାବକ ଏହାର କେନ୍ଦ୍ରସ୍ଥଳ ମିଆଁମାର ଖାମ୍ପଟ୍‌ଠାରୁ ୫୭ କିମି ଦୂରରେ ରହିଥିଲା।

myanmar12

Rakesh Mallick
  • Published: Tuesday, 23 August 2016
  • , Updated: 04 May 2017, 03:44 PM IST

ରେଙ୍ଗୁନ୍‌:  ଆଜି ସକାଳ ୭ଟା ୪୧ରେ ମିଆଁମାରରେ  ଭୂକମ୍ପ ହୋଇଛି। ମାତ୍ର ଏଥିରେ କେହି ମୃତାହତ ହୋଇନାହାନ୍ତି। ଭୂ-କମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୩ ଥିଲା। ଲୋକେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ।

ଆମେରିକା ଭୂ-ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ମୁତାବକ ଏହାର କେନ୍ଦ୍ରସ୍ଥଳ ମିଆଁମାର ଖାମ୍ପଟ୍‌ଠାରୁ ୫୭ କିମି ଦୂରରେ ରହିଥିଲା।

Related story