ଜାତିଆଣ ମନ୍ତବ୍ୟର ଶିକାର ହୋଇ ଜୀବନ ହାରିଲେ ମେଡିକାଲ ଛାତ୍ରୀ

ନୂଆଦିଲ୍ଲୀ: ଜାତିଆଣ ମନ୍ତବ୍ୟର ଶିକାର ହୋଇ ମୁମ୍ବାଇର ନାୟର ହସ୍ପିଟାଲର ଡାକ୍ତରୀ ଛାତ୍ରୀ ପାୟଲ ତଡବି ଆତ୍ମହତ୍ୟା କରିଛନ୍ତି। ସିନିୟର ମାନେ ବାରମ୍ୱାର ତାଙ୍କୁ କମେଣ୍ଟ ମାରିବା ସହିତ ମାନସିକ ନିର୍ଯାତନା ଦେଉଥିଲେ ହେଁ କଲେଜ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିଲେ ବୋଲି ଆତ୍ମହତ୍ୟା କରିଥିବା ଛାତ୍ରୀର ପରିବାର ଲୋକେ କହିଛନ୍ତି। ଗତବର୍ଷ ମୁମ୍ୱାଇର ନାୟର ହସ୍ପିଟାଲରେ ପାୟଲ ତଡବି ଆଡମିଶନ ନେଇଥିଲେ। ଜାତି ଆଧାରରେ କୋଟା ଆସନରେ ପାୟଲ ନିଜର ଆଡମିଶନ କରିଥିଲେ। ଏହାପରେ ତିନି […]

MEDICAL STUDENT SUICDE

MEDICAL STUDENT SUICDE

Subhransu Sekhar
  • Published: Monday, 27 May 2019
  • Updated: 27 May 2019, 03:56 PM IST

Sports

Latest News

ନୂଆଦିଲ୍ଲୀ: ଜାତିଆଣ ମନ୍ତବ୍ୟର ଶିକାର ହୋଇ ମୁମ୍ବାଇର ନାୟର ହସ୍ପିଟାଲର ଡାକ୍ତରୀ ଛାତ୍ରୀ ପାୟଲ ତଡବି ଆତ୍ମହତ୍ୟା କରିଛନ୍ତି। ସିନିୟର ମାନେ ବାରମ୍ୱାର ତାଙ୍କୁ କମେଣ୍ଟ ମାରିବା ସହିତ ମାନସିକ ନିର୍ଯାତନା ଦେଉଥିଲେ ହେଁ କଲେଜ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିଲେ ବୋଲି ଆତ୍ମହତ୍ୟା କରିଥିବା ଛାତ୍ରୀର ପରିବାର ଲୋକେ କହିଛନ୍ତି।

ଗତବର୍ଷ ମୁମ୍ୱାଇର ନାୟର ହସ୍ପିଟାଲରେ ପାୟଲ ତଡବି ଆଡମିଶନ ନେଇଥିଲେ। ଜାତି ଆଧାରରେ କୋଟା ଆସନରେ ପାୟଲ ନିଜର ଆଡମିଶନ କରିଥିଲେ। ଏହାପରେ ତିନି ଜଣ ସିନିୟର ଡାକ୍ତର ଛାତ୍ରୀ ହେମା ଅହୁଜା, ଭକ୍ତି ମେହେର, ଅଙ୍କିତା ଖଣ୍ଡେଲଓ୍ୱାଲା ପାୟଲଙ୍କୁ କମେଣ୍ଟ ମାରୁଥିଲେ ବୋଲି ଜଣାପଡ଼ିଥିଲା। ଏ ନେଇ ହଷ୍ଟେଲ କତ୍ତୃପକ୍ଷଙ୍କ ନିକଟରେ ପାୟଲ ଅଭିଯୋଗ କରିଥିଲେ। ହେଲେ ସମସ୍ୟାର ସମାଧାନ ହୋଇନଥିଲା ବୋଲି ପାୟଲଙ୍କ ମାଆ କହିଛନ୍ତି। ଏହାପରେ ପାୟଲ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଏହି ଘଟଣା ପରେ ପୂର୍ବୋକ୍ତ ତିନି ଜଣ ସିନିୟର ଛାତ୍ରୀ ଫେରାର ଥିବା ଜଣାପଡ଼ିଛି। ପୁଲିସ ଆଇପିସି ଧାରା ୩୦୬ ଏବଂ ଏସି-ଏସଟି ଆଇନ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମହାରାଷ୍ଟ୍ର ଡାକ୍ତର ଆସୋସିଏସନ ମଧ୍ୟ ସମ୍ପୃକ୍ତ ତିନି ଛାତ୍ରୀଙ୍କ ଡାକ୍ତରୀ ଲାଇସେନ୍ସ ରଦ୍ଦ କରିଦେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story