ବିଶ୍ୱକପରେ ନୂଆ ଜର୍ସି: ବିବାଦ ପରେ ମେହବୁବାଙ୍କ ସଫେଇ

ନୂଆଦିଲ୍ଲୀ: ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର କମଳା ଓ ଘନ ନୀଳ ଜର୍ସିକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଭାରତ ଗତକାଲି ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଏଭଳି ଜର୍ସି ପିନ୍ଧି ମ୍ୟାଚ୍‌ ହାରିଥିଲା। ଏହାପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଏହି ନୂଆ ଜର୍ସି ପାଇଁ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା ବୋଲି ଟ୍ୱିଟ କରିଥିଲେ। ତେବେ ଏହାକୁ ନେଇ ରାଜନୀତିକ ବୟାନବାଜି ଦେଖିବାକୁ ମିଳିଛି। ବିବାଦ ଘନଉଥିବା ଦେଖି ଆଜି ମେହବୁବା […]

uy

uy

Hemant Lenka
  • Published: Monday, 01 July 2019
  • Updated: 01 July 2019, 04:31 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର କମଳା ଓ ଘନ ନୀଳ ଜର୍ସିକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଭାରତ ଗତକାଲି ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଏଭଳି ଜର୍ସି ପିନ୍ଧି ମ୍ୟାଚ୍‌ ହାରିଥିଲା।

ଏହାପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଏହି ନୂଆ ଜର୍ସି ପାଇଁ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା ବୋଲି ଟ୍ୱିଟ କରିଥିଲେ। ତେବେ ଏହାକୁ ନେଇ ରାଜନୀତିକ ବୟାନବାଜି ଦେଖିବାକୁ ମିଳିଛି। ବିବାଦ ଘନଉଥିବା ଦେଖି ଆଜି ମେହବୁବା ୟୁ ଟର୍ଣ୍ଣ ନେଇଛନ୍ତି।

ସେ ଟ୍ୱିଟ କରି କହିଛନ୍ତି ଯେ ମୁଁ ଟିମ୍‌ ଇଣ୍ଡିଆର ପ୍ରଦର୍ଶନକୁ ନେଇ ଯାହା ବି କହିଥିଲି, ତାହା କେବଳ ଏକ ଜୋକ୍ ଥିଲା। ତେବେ ମୋ ଟ୍ୱିଟ୍‌ ବହୁତ ଲୋକଙ୍କ ପାଖରେ ପହଞ୍ଚିବା ପରେ ଏହାକୁ ନେଇ ବିବାଦ ଦେଖାଦେଲା।

ହେଲେ ଜଣେ ବିଜେପି ନେତା ମୁସଲିମ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ପାଇଁ ହିନ୍ଦୁମାନଙ୍କୁ ଆହ୍ୱାନ କରିଥିବା ବୟାନକୁ ନେଇ କେହି ବି ଆଲୋଚନା କରୁନାହାନ୍ତି। ଏଭଳି ଏକ ବିବାଦୀୟ ଟ୍ୱିଟ୍‌କୁ ନେଇ କାହିଁକି କେହି ମୁହଁ ଖୋଲୁ ନାହାନ୍ତି?”

ଗତକାଲି ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଠାରୁ ୩୧ ରନ୍‌ରେ ପରାସ୍ତ ହୋଇଥିଲା। ଏହା ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ପ୍ରଥମ ପରାଜୟ। ଏହି ମ୍ୟାଚ୍‌ ପରେ ମେହବୁବା ଟ୍ୱିଟ୍‌ କରି କହିଥିଲେ ଯେ “ଅରେଞ୍ଜ ଜର୍ସି ପିନ୍ଧିଥିବାରୁ ଟିମ୍‌ ଇଣ୍ଡିଆର ବିଜୟ ରଥ ଆଇସିସି ବିଶ୍ୱକପ୍‌ରେ ଅଟକି ଗଲା।

ଏହାକୁ କେହି ଅନ୍ଧବିଶ୍ୱାସ ବୋଲି କହିପାରନ୍ତି। ହେଲେ ଜର୍ସିର ରଙ୍ଗ ଯୋଗୁ ଭାରତ ହାରିଲା।” ମେହବୁବାଙ୍କ ଏହି ଟ୍ୱିଟ୍‌ ପରେ ଜମ୍ମୁ-କଶ୍ମୀର ବିଜେପି ମୁଖ୍ୟ ରବୀନ୍ଦ୍ର ରାଇନା କହିଥିଲେ, “ମେହବୁବା ମୁଫତିଙ୍କ ହୃଦୟ ପାକିସ୍ତାନ ପାଇଁ କାନ୍ଦୁଛି। ଏଥିପାଇଁ ସେ ଟିମ୍‌ ଇଣ୍ଡିଆର ଜର୍ସିକୁ ପରାଜୟ ପାଇଁ ଦାୟୀ କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story