ମିଆଁମାର ନିର୍ବାଚନ: ୧୨ଟି ଆସନରେ ଜିତିଲା ସୁ କୀଙ୍କ ଦଳ

ରେଙ୍ଗୁନ୍: ମିଆଁମାରର ବିରୋଧର ଦଳ ନେତ୍ରୀ ଅଙ୍ଗ୍ ସାନ ସୁ କୀଙ୍କ ଦଳ ଚଳିତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୨ ଆସନରେ ବିଜୟୀ ହୋଇଛନ୍ତି। ରବିବାର ହୋଇଥିବା ନିର୍ବାଚନର ଫଳ ଆଜି ପ୍ରକାଶିତ ହୋଇଛି। ସୋମବାର ଏହି ସୂଚନା ଦେଇଛନ୍ତି ରେଙ୍ଗୁନ ନିର୍ବାଚନ କମିଶନ ଅଧିକାରୀ ଟିନ୍ ୟେ। ସେ କହିଛନ୍ତି ଯେ, ସୁ କୀଙ୍କ ଦଳ ନ୍ୟାସନାଲ ଲିଗ୍ ଅଫ୍ ଡେମୋକ୍ରାସୀ (ଏନଏଲଡି) ରେଙ୍ଗୁନରେ ୧୨ଟି ସିଟରେ ବିଜୟୀ ହୋଇଛନ୍ତି। ମିଆଁମାରରେ ଶାସକ ଦଳ ସାଧାରଣ […]

aung-san-syu-ki

Rakesh Mallick
  • Published: Monday, 09 November 2015
  • , Updated: 04 May 2017, 03:44 PM IST

ରେଙ୍ଗୁନ୍: ମିଆଁମାରର ବିରୋଧର ଦଳ ନେତ୍ରୀ ଅଙ୍ଗ୍ ସାନ ସୁ କୀଙ୍କ ଦଳ ଚଳିତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୨ ଆସନରେ ବିଜୟୀ ହୋଇଛନ୍ତି। ରବିବାର ହୋଇଥିବା ନିର୍ବାଚନର ଫଳ ଆଜି ପ୍ରକାଶିତ ହୋଇଛି। ସୋମବାର ଏହି ସୂଚନା ଦେଇଛନ୍ତି ରେଙ୍ଗୁନ ନିର୍ବାଚନ କମିଶନ ଅଧିକାରୀ ଟିନ୍ ୟେ।

ସେ କହିଛନ୍ତି ଯେ, ସୁ କୀଙ୍କ ଦଳ ନ୍ୟାସନାଲ ଲିଗ୍ ଅଫ୍ ଡେମୋକ୍ରାସୀ (ଏନଏଲଡି) ରେଙ୍ଗୁନରେ ୧୨ଟି ସିଟରେ ବିଜୟୀ ହୋଇଛନ୍ତି। ମିଆଁମାରରେ ଶାସକ ଦଳ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଧୂଳି ଚାଟିଛି।

Related story