ଖସିପଡ଼ିଲା ମିଗ୍-୨୧ ଲଢୁଆ ବିମାନ

ଭୋପାଲ: ମଧ୍ୟପ୍ରଦେଶର ଗ୍ୱାଲିଅରରେ ଭାରତୀୟ ବାୟୁସେନାର ମିଗ୍-୨୧ ଲଢୁଆ ବିମାନ ଦୁର୍ଘଟଣାର ଶିକାର ହୋଇଛି। ବିମାନରେ ଥିବା ଦୁଇ ପାଇଲଟ୍ ସୁରକ୍ଷିତ ଭାବରେ ଅବତରଣ କରିଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ବାୟୁସେନା ଏବେ ତଦନ୍ତ ନିର୍ଦ୍ଦେଶ ଦେଇଛି। ବିମାନଟି ଖସି ପଡ଼ିବା ପରେ ସ୍ଥାନୀୟ ଲୋକେ ପଳାଇ ଆସିଥିଲେ ଘଟଣାସ୍ଥଳକୁ। ଏହାପରେ ପାଣି ଢ଼ାଳି ବିମାନରୁ ବାହାରୁଥିବା ଧୂଆଁକୁ ଲିଭାଇଥିଲେ। Madhya Pradesh: MiG 21 Trainer aircraft of the Indian Air […]

MIG 21

Subhransu Sekhar
  • Published: Wednesday, 25 September 2019
  • , Updated: 25 September 2019, 11:55 AM IST

ଭୋପାଲ: ମଧ୍ୟପ୍ରଦେଶର ଗ୍ୱାଲିଅରରେ ଭାରତୀୟ ବାୟୁସେନାର ମିଗ୍-୨୧ ଲଢୁଆ ବିମାନ ଦୁର୍ଘଟଣାର ଶିକାର ହୋଇଛି। ବିମାନରେ ଥିବା ଦୁଇ ପାଇଲଟ୍ ସୁରକ୍ଷିତ ଭାବରେ ଅବତରଣ କରିଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ବାୟୁସେନା ଏବେ ତଦନ୍ତ ନିର୍ଦ୍ଦେଶ ଦେଇଛି। ବିମାନଟି ଖସି ପଡ଼ିବା ପରେ ସ୍ଥାନୀୟ ଲୋକେ ପଳାଇ ଆସିଥିଲେ ଘଟଣାସ୍ଥଳକୁ। ଏହାପରେ ପାଣି ଢ଼ାଳି ବିମାନରୁ ବାହାରୁଥିବା ଧୂଆଁକୁ ଲିଭାଇଥିଲେ।

https://twitter.com/ANI/status/1176733127923752960

ଅଧିକ ସୂଚନାକୁ ଅପେକ୍ଷା..

Related story