ଓଡ଼ିଶାରୁ ହୋଇଥିଲା ମିଶନ୍‌ ଶକ୍ତି ମହା ଉତ୍‌କ୍ଷେପଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭାରତୀୟ ବୈଜ୍ଞାନିକଙ୍କ ‘ମିଶନ୍‌ ଶକ୍ତି’ର ସଫଳତା ପରେ ଭାରତ ମହାକାଶ ମହାଶକ୍ତିରେ ପରିଣତ ହୋଇଛି। ତେବେ ଏହି ଐତିହାସିକ ମିଶନ୍‌ର ଓଡ଼ିଶା ସହିତ ସମ୍ପର୍କ ରହିଛି। ଏହି ଆଣ୍ଟି ସ୍ୟାଟେଲାଇଟ୍ ମିଶାଇଲ୍‌ ଓଡ଼ିଶାର ଡକ୍‌ଟର ଏପିଜେ ଅବ୍‌ଦୁଲ କଲାମ ଦ୍ୱୀପସ୍ଥିତ କ୍ଷେପଣାସ୍ତ୍ର ଲଞ୍ଚ ପ୍ୟାଡ୍‌ରୁ ଉତ୍‌କ୍ଷେପଣ କରାଯାଇଥିବା ଜଣାପଡ଼ିଛି। ପୋଖରାନ୍‌ଠାରେ ପରମାଣୁ ପରୀକ୍ଷା କରି ଭାରତକୁ କିଛି ଦଶନ୍ଧି ଆଗକୁ ନେଇଯାଇଥିବା ମହାନ ବୈଜ୍ଞାନିକ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବ୍ଦୁଲ […]

mission-shakti

mission-shakti

Subrat Kumar Nayak
  • Published: Wednesday, 27 March 2019
  • Updated: 27 March 2019, 05:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭାରତୀୟ ବୈଜ୍ଞାନିକଙ୍କ ‘ମିଶନ୍‌ ଶକ୍ତି’ର ସଫଳତା ପରେ ଭାରତ ମହାକାଶ ମହାଶକ୍ତିରେ ପରିଣତ ହୋଇଛି। ତେବେ ଏହି ଐତିହାସିକ ମିଶନ୍‌ର ଓଡ଼ିଶା ସହିତ ସମ୍ପର୍କ ରହିଛି। ଏହି ଆଣ୍ଟି ସ୍ୟାଟେଲାଇଟ୍ ମିଶାଇଲ୍‌ ଓଡ଼ିଶାର ଡକ୍‌ଟର ଏପିଜେ ଅବ୍‌ଦୁଲ କଲାମ ଦ୍ୱୀପସ୍ଥିତ କ୍ଷେପଣାସ୍ତ୍ର ଲଞ୍ଚ ପ୍ୟାଡ୍‌ରୁ ଉତ୍‌କ୍ଷେପଣ କରାଯାଇଥିବା ଜଣାପଡ଼ିଛି।

ପୋଖରାନ୍‌ଠାରେ ପରମାଣୁ ପରୀକ୍ଷା କରି ଭାରତକୁ କିଛି ଦଶନ୍ଧି ଆଗକୁ ନେଇଯାଇଥିବା ମହାନ ବୈଜ୍ଞାନିକ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବ୍ଦୁଲ କଲାମଙ୍କ ନାମରେ ଏହି ଦ୍ୱୀପ ନାମିତ। ଏହା ପୂର୍ବରୁ ହ୍ୱିଲର ଦ୍ୱୀପ ନାମରେ ପରିଚିତ ଥିଲା। କଲାମଙ୍କ ଅନୁରୋଧ କ୍ରମେ ଏବଂ ତାଙ୍କ ତତ୍ତ୍ୱାବଧାନରେ ହିଁ ଏହା ନିର୍ମିତ ହୋଇଥିଲା। ଏଠାରୁ ଆକାଶ, ଅଗ୍ନି, ଅସ୍ତ୍ର, ବ୍ରହ୍ମୋସ୍, ନିର୍ଭୟ, ପ୍ରହାର, ପୃଥ୍ୱୀ ଏବଂ ସୌର୍ଯ୍ୟ ପରି ଲଢ଼ୁଆ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସରିଛି।

ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଦ୍ୱାରା ବିକଶିତ ବାଲିଷ୍ଟିକ୍‌ ମିସାଇଲ ଡିଫେନ୍ସ ଇଣ୍ଟସେପ୍ଟର କ୍ଷେପଣାସ୍ତ୍ର ନିମ୍ନ ଭୂକକ୍ଷ(ଲିଓ)ରେ ଅବସ୍ଥାପିତ ଏକ ଭାରତୀୟ ସ୍ୟାଟେଲାଇଟ୍‌କୁ ଲକ୍ଷ୍ୟଭେଦ କରିବା ପାଇଁ ପ୍ରେରଣ କରାଯାଇଥିଲା। ଏହି ଡିଫେନ୍ସ ଇଣ୍ଟସେପ୍ଟର କ୍ଷେପଣାସ୍ତ୍ରଟି ଦୁଇଟି କଠିନ ବୁଷ୍ଟର ଥିବା ଏକ ତ୍ରିସ୍ତରୀୟ କ୍ଷେପଣାସ୍ତ୍ର। ଏହା ରେଞ୍ଜ ସେନ୍ସର ଡାଟାକୁ ବ୍ୟବାହାର କରି ଲକ୍ଷ୍ୟ ହାସଲ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story