ହାରିଗଲେ ମିଜୋରାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମିଜୋରାମରେ କଂଗ୍ରେସକୁ ଜବରଦସ୍ତ ଝଟ୍‌କା ଲାଗିଛି। ମୁଖ୍ୟମନ୍ତ୍ରୀ ଲାଲ୍‌ ଥାନ୍‌ୱାଲା ପରାସ୍ତ ହୋଇଛନ୍ତି। ସେ ଚମ୍ଫାଇ ଆସନରୁ ନିର୍ବାଚନ ଲଢ଼ୁଥିଲେ। କିନ୍ତୁ ଏଠାରେ ତାଙ୍କୁ ଏମ୍‌ଏନ୍‌ଏଫ୍‌ର ଟିଜେ ଲାନୁନ୍ତଲୁଆଙ୍ଗ ପରାସ୍ତ କରିଛନ୍ତି। ଲାଲ୍‌ ଥାନ୍‌ୱାଲା ସର୍‌ଚିପ୍‌ ଆସନରୁ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। ଏଠାରେ ବି ସେ ପଛରେ ରହିଛନ୍ତି। ଅନ୍ୟପକ୍ଷରେ ମିଜୋରାମ୍‌ରେ ପ୍ରଥମଥର ପାଇଁ ଖାତା ଖୋଲିଲା ବିଜେପି। ଟୁଇ ଚୁଆଙ୍ଗ ଆସନରୁ ବିଜେପିକୁ ଏହି ସଫଳତା ମିଳିଛି। ବର୍ତ୍ତମାନର ଟ୍ରେଣ୍ଡିଂ ଅନୁଯାୟୀ, ମିଜୋରାମରେ ସରକାର […]

rw

rw

Subrat Kumar Nayak
  • Published: Tuesday, 11 December 2018
  • Updated: 11 December 2018, 12:05 PM IST

Sports

Latest News

ନୂଆଦିଲ୍ଲୀ: ମିଜୋରାମରେ କଂଗ୍ରେସକୁ ଜବରଦସ୍ତ ଝଟ୍‌କା ଲାଗିଛି। ମୁଖ୍ୟମନ୍ତ୍ରୀ ଲାଲ୍‌ ଥାନ୍‌ୱାଲା ପରାସ୍ତ ହୋଇଛନ୍ତି। ସେ ଚମ୍ଫାଇ ଆସନରୁ ନିର୍ବାଚନ ଲଢ଼ୁଥିଲେ। କିନ୍ତୁ ଏଠାରେ ତାଙ୍କୁ ଏମ୍‌ଏନ୍‌ଏଫ୍‌ର ଟିଜେ ଲାନୁନ୍ତଲୁଆଙ୍ଗ ପରାସ୍ତ କରିଛନ୍ତି।

ଲାଲ୍‌ ଥାନ୍‌ୱାଲା ସର୍‌ଚିପ୍‌ ଆସନରୁ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। ଏଠାରେ ବି ସେ ପଛରେ ରହିଛନ୍ତି।
ଅନ୍ୟପକ୍ଷରେ ମିଜୋରାମ୍‌ରେ ପ୍ରଥମଥର ପାଇଁ ଖାତା ଖୋଲିଲା ବିଜେପି। ଟୁଇ ଚୁଆଙ୍ଗ ଆସନରୁ ବିଜେପିକୁ ଏହି ସଫଳତା ମିଳିଛି।

ବର୍ତ୍ତମାନର ଟ୍ରେଣ୍ଡିଂ ଅନୁଯାୟୀ, ମିଜୋରାମରେ ସରକାର ଗଠନ କରିଥିବା କଂଗ୍ରେସ କ୍ଷମତାଚ୍ୟୁତ ହେବାକୁ ଯାଉଛି। ଏଠାରେ ଏମଏନ୍‌ଏଫ୍‌ ୨୯, କଂଗ୍ରେସ ୬ ଓ ଅନ୍ୟାନ୍ୟ ୩ଟି ଆସନରେ ଆଗରେ ରହିଛନ୍ତି। ତେଣୁ ଏଠାରେ ଏମ୍‌ଏନ୍‌ଏଫ୍‌ ସରକାର ଗଢ଼ିବା ସ୍ପଷ୍ଟ ହୋଇଛି। ଏଠାରେ ସରକାର ଗଠନ କରିବାକୁ ମ୍ୟାଜିକ୍‌ ନମ୍ବର ହେଉଛି ୨୧।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story