ଜାପାନ ବୁଲେଟ ଟ୍ରେନରେ ଯାତ୍ରା କଲେ ନରେନ୍ଦ୍ର ମୋଦି

ଟୋକିଓ: ତିନିଦିନିଆ ଜାପାନ ଗସ୍ତରେ ଯାଇ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ବୁଲେଟ ଟ୍ରେନ୍‌ରେ ଯାତ୍ରା କରିଛନ୍ତି। ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ବିକାଶ ସ୍ୱରୂପ ଟ୍ୱିଟର ଜରିଆରେ ଏହି ସୂଚନା ଦେଇଛନ୍ତି। ମୋଦି ଓ ଆବେ ବିଶ୍ୱ ପ୍ରସିଦ୍ଧ ଶିନକାନସେନ ବୁଲେଟ ଟ୍ରେନରେ ଟୋକିଓରୁ କୌବେ ଷ୍ଟେସନ ଯାତ୍ରା କରିଥିଲେ। ଏହି ଟ୍ରେନରେ ବ୍ୟବହାର ହୋଇଥିବା ଟେକ୍ନୋଲୋଜିର ଉପଯୋଗ କରାଯାଇ ମୁମ୍ବାଇରୁ ଅହମ୍ମଦାବାଦ ବୁଲେଟ ଟ୍ରେନ ଆରମ୍ଭ କରାଯିବ।

modi-abe

Rakesh Mallick
  • Published: Saturday, 12 November 2016
  • , Updated: 04 May 2017, 03:44 PM IST

Related story