ଦଶହରାରେ ମୋଦିଙ୍କୁ ରାବଣ ସଜାଇ କରାଗଲା କୁଶପୁତ୍ତଳିକା ଦାହ

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କଂଗ୍ରେସ ଛାତ୍ର ସଂଘଠନ, ଏନଏସ୍‌ୟୁଆଇର କିଛି ଛାତ୍ର ଦଶହରା ଦିନ ରାବଣ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ମୋଦି, ଅମୀତ ଶାହା ଓ ଯୋଗଗୁରୁ ରାମ ଦେବ ବାବାଙ୍କ ସମେତ ଅନ୍ୟ ବିଜେପି ସମର୍ଥକମାନଙ୍କ କୁଶପୁତ୍ତଳିକାରେ ‘ଅସତ୍ୟ ଉପରେ ସତ୍ୟର ଜୟ’ ଲେଖି ଜଳାଇଛନ୍ତି। ‘କେବଳ ଏତିକି ନୁହେଁ କୁଶପୁତ୍ତଳିକା ଦାହ ଘଟଣାର ଭିଡିଓକୁ ପରେ ଫେସବୁକରେ ମଧ୍ୟ ପୋଷ୍ଟ କରାଯାଇଛି। ବର୍ତ୍ତମାନର ସରକାର ଗୋ ମାତାର ରକ୍ଷା ନାମରେ ମୁସଲମାନ ଓ ଦଳିତଙ୍କ ଉପରେ ଅତ୍ୟାଚାର […]

jnu-student

Rakesh Mallick
  • Published: Thursday, 13 October 2016
  • , Updated: 13 October 2016, 03:56 PM IST

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କଂଗ୍ରେସ ଛାତ୍ର ସଂଘଠନ, ଏନଏସ୍‌ୟୁଆଇର କିଛି ଛାତ୍ର ଦଶହରା ଦିନ ରାବଣ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ମୋଦି, ଅମୀତ ଶାହା ଓ ଯୋଗଗୁରୁ ରାମ ଦେବ ବାବାଙ୍କ ସମେତ ଅନ୍ୟ ବିଜେପି ସମର୍ଥକମାନଙ୍କ କୁଶପୁତ୍ତଳିକାରେ ‘ଅସତ୍ୟ ଉପରେ ସତ୍ୟର ଜୟ’ ଲେଖି ଜଳାଇଛନ୍ତି। ‘କେବଳ ଏତିକି ନୁହେଁ କୁଶପୁତ୍ତଳିକା ଦାହ ଘଟଣାର ଭିଡିଓକୁ ପରେ ଫେସବୁକରେ ମଧ୍ୟ ପୋଷ୍ଟ କରାଯାଇଛି।

ବର୍ତ୍ତମାନର ସରକାର ଗୋ ମାତାର ରକ୍ଷା ନାମରେ ମୁସଲମାନ ଓ ଦଳିତଙ୍କ ଉପରେ ଅତ୍ୟାଚାର କରୁଥିବା ପ୍ରାରତିବାଦରେ ଏପରି କରାଯାଇଥିବା ଜଣେ ଛାତ୍ର ଟାଇମ୍ସ ଅଫ ଇଣ୍ଡିଆକୁ ସାକ୍ଷାତକାର ଦେଇ ପ୍ରକାଶ କରିଛନ୍ତି।

Related story