ବିଜେପି ବୈଠକ ପୂର୍ବରୁ ମା’ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ: ଆଜି ଗୁଜୁରାଟ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ବୈଠକ ପୂର୍ବରୁ ହଠାତ୍ ତାଙ୍କ ମା’ ହୀରା ବେନ୍‌ଙ୍କୁ ଭେଟିବା ପାଇଁ ତାଙ୍କ ଭାଇଙ୍କ ଘରେ ପହଁଞ୍ଚିଥିଲେ। ବହୁ ସମୟଧରି ଧରି ପ୍ରଧାନମନ୍ତ୍ରୀ ତାଙ୍କ ମା’ଙ୍କ ସହ କଥାବାର୍ତ୍ତ କରିଥିଲେ। ଏ ନେଇ କୌଣସି ସୂଚନା ପୂର୍ବରୁ ଦିଆଯାଇ ନଥିଲା। ବିମୁଦ୍ରାକରଣ କରଣ ପରେ ମୋଦିଙ୍କ ମା’ ୧୫ ନଭେମ୍ବରରେ ନିକଟରେ ଥିବା ଏକ ବେସରକାରୀ ବ୍ୟାଙ୍କରେ ପୁରୁଣା ଟଙ୍କା ବଦଳାଇବାକୁ ଯାଇଥିଲେ।

modi_hira-ben

Rakesh Mallick
  • Published: Saturday, 10 December 2016
  • , Updated: 10 December 2016, 06:00 PM IST

ଅହମ୍ମଦାବାଦ: ଆଜି ଗୁଜୁରାଟ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ବୈଠକ ପୂର୍ବରୁ ହଠାତ୍ ତାଙ୍କ ମା’ ହୀରା ବେନ୍‌ଙ୍କୁ ଭେଟିବା ପାଇଁ ତାଙ୍କ ଭାଇଙ୍କ ଘରେ ପହଁଞ୍ଚିଥିଲେ। ବହୁ ସମୟଧରି ଧରି ପ୍ରଧାନମନ୍ତ୍ରୀ ତାଙ୍କ ମା’ଙ୍କ ସହ କଥାବାର୍ତ୍ତ କରିଥିଲେ।

ଏ ନେଇ କୌଣସି ସୂଚନା ପୂର୍ବରୁ ଦିଆଯାଇ ନଥିଲା। ବିମୁଦ୍ରାକରଣ କରଣ ପରେ ମୋଦିଙ୍କ ମା’ ୧୫ ନଭେମ୍ବରରେ ନିକଟରେ ଥିବା ଏକ ବେସରକାରୀ ବ୍ୟାଙ୍କରେ ପୁରୁଣା ଟଙ୍କା ବଦଳାଇବାକୁ ଯାଇଥିଲେ।

Related story