ମୁଁ ସବୁଠାରୁ ବଡ ନକ୍ସଲ : ଜୀତନ ରାମ ମାଂଝି

ଇମାମଗଞ୍ଜ:ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଂଝି ନିର୍ବାଚନ ପୂର୍ବରୁ ଦେଇଥିବା ବୟାନ ତାଙ୍କ ପାଇଁ ମହଙ୍ଗା ପଡିପାରେ। ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଥିବା ମାଂଝି ଏହି ଅବସରରେ କହିଥିଲେ, ଝିଅ-ବୋହୂଙ୍କ ଇଜ୍ଜତ ଓ ନିଜ ଭିଟାମାଟିକୁ ରକ୍ଷା କରିବାକୁ ଅସ୍ତ୍ର ଧରୁଥିବା ଲୋକଙ୍କୁ ଦୁନିଆ ନକ୍ସଲ ବୋଲି କହୁଛି। ଏପରି କି ସେ ନିଜକୁ ଜଣେ ସବୁଠାରୁ ବଡ ନକ୍ସଲ ବୋଲି ମଧ୍ୟ କହିଛନ୍ତି। ନକ୍ସଲମାନେ ଆଉ କେହି ନୁହନ୍ତି ସେମାନେ ଆମର ଭାଇ […]

Jitanram Manjhi

Rakesh Mallick
  • Published: Sunday, 27 September 2015
  • , Updated: 27 September 2015, 09:31 AM IST

ଇମାମଗଞ୍ଜ:ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଂଝି ନିର୍ବାଚନ ପୂର୍ବରୁ ଦେଇଥିବା ବୟାନ ତାଙ୍କ ପାଇଁ ମହଙ୍ଗା ପଡିପାରେ। ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଥିବା ମାଂଝି ଏହି ଅବସରରେ କହିଥିଲେ, ଝିଅ-ବୋହୂଙ୍କ ଇଜ୍ଜତ ଓ ନିଜ ଭିଟାମାଟିକୁ ରକ୍ଷା କରିବାକୁ ଅସ୍ତ୍ର ଧରୁଥିବା ଲୋକଙ୍କୁ ଦୁନିଆ ନକ୍ସଲ ବୋଲି କହୁଛି। ଏପରି କି ସେ ନିଜକୁ ଜଣେ ସବୁଠାରୁ ବଡ ନକ୍ସଲ ବୋଲି ମଧ୍ୟ କହିଛନ୍ତି। ନକ୍ସଲମାନେ ଆଉ କେହି ନୁହନ୍ତି ସେମାନେ ଆମର ଭାଇ ବୋଲି ସେ କହିଛନ୍ତି।

Related story