ମୁମ୍ୱାଇ: ହୋଟେଲରେ ଗ୍ୟାସ୍ ସିଲିଣ୍ଡର ଫାଟି ୮ ମୃତ

ମୁମ୍ୱାଇ: ମୁମ୍ୱାଇର କୁର୍ଲାରେ  ଥିବା ଏକ ହୋଟେଲରେ ଆଜି ଗ୍ୟାସ ସିଲଣ୍ଡର ଫାଟି ଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମାନଙ୍କ ମଧ୍ୟରେ ୬ ଜଣ ଗ୍ରାହକ ଥିବା ବେଳେ ୨ ଜଣ ହୋଟେଲର କର୍ମଚାରୀ ଥିବା ଜଣାପଡିଛି। ଖବର ପାଇ ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହୋଟେଲ ଭିତରେ ଫସି ରହିଥିବା ଲୋକଙ୍କୁ ବାହାର କରାଯାଇ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି।

bomb last

Rakesh Mallick
  • Published: Friday, 16 October 2015
  • , Updated: 16 October 2015, 02:23 PM IST

ମୁମ୍ୱାଇ: ମୁମ୍ୱାଇର କୁର୍ଲାରେ  ଥିବା ଏକ ହୋଟେଲରେ ଆଜି ଗ୍ୟାସ ସିଲଣ୍ଡର ଫାଟି ଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମାନଙ୍କ ମଧ୍ୟରେ ୬ ଜଣ ଗ୍ରାହକ ଥିବା ବେଳେ ୨ ଜଣ ହୋଟେଲର କର୍ମଚାରୀ ଥିବା ଜଣାପଡିଛି।

ଖବର ପାଇ ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହୋଟେଲ ଭିତରେ ଫସି ରହିଥିବା ଲୋକଙ୍କୁ ବାହାର କରାଯାଇ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି।

Related story