ରାଜ ଠାକରେଙ୍କୁ ଭେଟିଲେ ମୁମ୍ବାଇ ବିଜେପି ମୁଖ୍ୟ

ମୁମ୍ବାଇ: ମୁମ୍ବାଇ ବିଜେପି ସଭାପତି ଆଶିଷ ଶେଲାର ଆଜି ମୁମ୍ବାଇ ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ଆସନ୍ତା ବର୍ଷ ବମ୍ବେ ମ୍ୟୁନିସିପାଲିଟି ନିର୍ବାଚନ ଥିବା ବେଳେ ଏ ଦୁଇ ନେତାଙ୍କ ସାକ୍ଷାତ ଆଲୋଚନାକୁ ନେଇ ଅନେକ ଚର୍ଚ୍ଚା ହେଉଛି। ତେବେ ଶେଲାର କିମ୍ବା ଠାକରେ ଏ ସାକ୍ଷାତ ନେଇ କିଛି କହି ନାହାନ୍ତି।

rajthackeray_

Rakesh Mallick
  • Published: Thursday, 10 November 2016
  • , Updated: 10 November 2016, 04:03 PM IST

ମୁମ୍ବାଇ: ମୁମ୍ବାଇ ବିଜେପି ସଭାପତି ଆଶିଷ ଶେଲାର ଆଜି ମୁମ୍ବାଇ ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ।

ଆସନ୍ତା ବର୍ଷ ବମ୍ବେ ମ୍ୟୁନିସିପାଲିଟି ନିର୍ବାଚନ ଥିବା ବେଳେ ଏ ଦୁଇ ନେତାଙ୍କ ସାକ୍ଷାତ ଆଲୋଚନାକୁ ନେଇ ଅନେକ ଚର୍ଚ୍ଚା ହେଉଛି। ତେବେ ଶେଲାର କିମ୍ବା ଠାକରେ ଏ ସାକ୍ଷାତ ନେଇ କିଛି କହି ନାହାନ୍ତି।

Related story