ମୁମ୍ବାଇ ହେଲିକପ୍ଟର ଦୁର୍ଘଟଣାରେ ଦୁଇ ମୃତ

ମୁମ୍ବାଇ: ମୁମ୍ବାଇର  ଗୋରେ ଗାଓଁ ସ୍ଥିତ ଆରେ କଲୋନିରେ ଏକ ଘରୋଇ ହେଲିକପ୍ଟର ଦୁର୍ଘଟଣା ଘଟି ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ସେଭେନ୍‌ହିଲ୍ସ ହସପିଟାଲରେ ଭର୍ତ୍ତି କରାଯାଇଛି। ହେଲିକପ୍ଟରରେ ଦୁଇ ପାଇଲଟ୍‌ ସହ ଦୁଇ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ହେଲିକ୍ପଟରଟି ସଂପୂର୍ଣ୍ଣ ଜଳି ଯାଇଛି।

helicoper crash

Rakesh Mallick
  • Published: Sunday, 11 December 2016
  • , Updated: 11 December 2016, 04:00 PM IST

ମୁମ୍ବାଇ: ମୁମ୍ବାଇର  ଗୋରେ ଗାଓଁ ସ୍ଥିତ ଆରେ କଲୋନିରେ ଏକ ଘରୋଇ ହେଲିକପ୍ଟର ଦୁର୍ଘଟଣା ଘଟି ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ସେଭେନ୍‌ହିଲ୍ସ ହସପିଟାଲରେ ଭର୍ତ୍ତି କରାଯାଇଛି। ହେଲିକପ୍ଟରରେ ଦୁଇ ପାଇଲଟ୍‌ ସହ ଦୁଇ ଜଣ ଯାତ୍ରୀ ଥିଲେ।

ଏହି ଦୁର୍ଘଟଣାରେ ହେଲିକ୍ପଟରଟି ସଂପୂର୍ଣ୍ଣ ଜଳି ଯାଇଛି।

Related story