ଭାଇଚାରାର ନିଛକ ଉଦାହରଣ ସୃଷ୍ଟି କଲେ ମୁସଲମାନ ବ୍ୟକ୍ତି: ହିନ୍ଦୁ ମନ୍ଦିର ପାଇଁ ଦାନ କଲେ ଜମି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧର୍ମକୁ ନେଇ ଅନେକ ସ୍ଥାନରେ ହିଂସାକାଣ୍ଡ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ସାଂପ୍ରଦାୟିକ ଦଙ୍ଗା ମଧ୍ୟ ଘଟୁଛି। ଏପରି ସ୍ଥଳରେ ବିହାରର ଏକ ଗାଁ ଦେଖାଇଛି ସାଂପ୍ରଦାୟିକ ସଦ୍ଭାବର ଅନନ୍ୟ ନିଦର୍ଶନ। ହିନ୍ଦୁମାନଙ୍କ ମନ୍ଦିର ପାଇଁ ଜମି ଦାନ କରିଛନ୍ତି ଜଣେ ମୁସଲମାନ ବ୍ୟକ୍ତି। କେବଳ ସେତିକି ନୁହେଁ, ଗାଁର ସମସ୍ତ ମୁସଲମାନ ଏହି ମନ୍ଦିର ନିର୍ମାଣ ଲାଗି ଚାନ୍ଦା ବି ଦେଇଛନ୍ତି। ହିନ୍ଦୁ ମନ୍ଦିର ପାଇଁ ଜମି ଦାନ କଲେ ଜଣେ ମୁସଲମାନ। […]

aa-Cover-tgtee3flr6gv2ftsqieq1uaeo0-20180704183404.Medi

Rakesh Mallick
  • Published: Thursday, 05 July 2018
  • Updated: 05 July 2018, 05:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧର୍ମକୁ ନେଇ ଅନେକ ସ୍ଥାନରେ ହିଂସାକାଣ୍ଡ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ସାଂପ୍ରଦାୟିକ ଦଙ୍ଗା ମଧ୍ୟ ଘଟୁଛି। ଏପରି ସ୍ଥଳରେ ବିହାରର ଏକ ଗାଁ ଦେଖାଇଛି ସାଂପ୍ରଦାୟିକ ସଦ୍ଭାବର ଅନନ୍ୟ ନିଦର୍ଶନ। ହିନ୍ଦୁମାନଙ୍କ ମନ୍ଦିର ପାଇଁ ଜମି ଦାନ କରିଛନ୍ତି ଜଣେ ମୁସଲମାନ ବ୍ୟକ୍ତି। କେବଳ ସେତିକି ନୁହେଁ, ଗାଁର ସମସ୍ତ ମୁସଲମାନ ଏହି ମନ୍ଦିର ନିର୍ମାଣ ଲାଗି ଚାନ୍ଦା ବି ଦେଇଛନ୍ତି। ହିନ୍ଦୁ ମନ୍ଦିର ପାଇଁ ଜମି ଦାନ କଲେ ଜଣେ ମୁସଲମାନ। ଆଉ ମନ୍ଦିର ନିର୍ମାଣରେ ଖୋଲା ମନରେ ଉତ୍ସାହର ସହିତ ସାହାଯ୍ୟ କରୁଛନ୍ତି ଗାଁର ସବୁ ମୁସଲମାନ। ସେମାନେ ଚାନ୍ଦା ବି ଦେଇଛନ୍ତି। ଏ କୌଣସି ସିନେମାର କାହାଣୀ ନୁହଁ, ବରଂ ସାଂପ୍ରଦାୟିକ ସଦଭାବ ଓ ଭାଇଚାରା। ଏଭଳି ନିଦର୍ଶନ ଦେଖିବାକୁ ମିଳିଛି ବିହାରର ଏକ ଗାଁରେ। ଏହା ହେଉଛି ଗୟାରୁ ମାତ୍ର କିଛି କିଲୋମିଟର ଦୂରରେ ଥିବା ବୁଦ୍ଧପୁର ଗାଁର ଘଟଣା। ଏଠି ସାଂପ୍ରଦାୟିକ ବିଦ୍ୱେଷ ହାର ମାନିଛି, ଜିତିଛି ମଣିଷ ପଣିଆ। ହିନ୍ଦୁଙ୍କ ମନ୍ଦିର ନିର୍ମାଣରେ ସାମିଲ ହୋଇଛନ୍ତି ଗାଁର ସମସ୍ତ ମୁସଲମାନ।

ବୁଦ୍ଧପୁର ଗ୍ରାମବାସୀ ଦୀର୍ଘ ଦିନ ଧରି ଚାଳ ଘରେ ପୂଜାର୍ଚ୍ଚନା କରି ଆସୁଥିଲେ। ମନ୍ଦିର ନିର୍ମାଣ ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ଅର୍ଥାଭାବ ସମସ୍ୟା ଥିଲା। ଠିକ୍ ଜାଗାରେ ଜମି ମଧ୍ୟ ମିଳୁନଥିଲା। ଏସବୁ ଜାଣିବା ପରେ ସାହାଯ୍ୟର ହାତ ବଢ଼ାଇଥିଲା ଗାଁର ମୁସଲମାନମାନେ। ମହମ୍ମଦ ମୁକ୍ତାର ଆଲାମ ଜମି ଦେଇଛନ୍ତି। ସମସ୍ତେ ଆର୍ଥିକ ସାହାଯ୍ୟ ମଧ୍ୟ ଦେଇଛନ୍ତି। ଏହା ପରେ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମି ପୂଜନ ହୋଇଛି। ଭୋଜି ମଧ୍ୟ ଦିଆଯାଇଛି। ଏଥିରେ ଧର୍ମ ବିଭେଦକୁ ଛାଡ଼ି ଗାଁର ସମସ୍ତେ ସାମିଲ ହୋଇଥିଲେ। ଅନେକ ସ୍ଥାନରେ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଧର୍ମକୁ ନେଇ ଅସହିଷ୍ଣୁତା ଦେଖା ଦେଇଥିବା ବେଳେ ବିହାରର ବୁଦ୍ଧପୁର ଗାଁ ଭାତୃତ୍ୱ ଭାବର ନିଛକ ଉଦାହରଣ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story