ନାଇଜେରିଆ: ବୋକୋହାରାମ ଆକ୍ରମଣରେ ୧୭ ମୃତ

ଛେଡ୍: ନାଇଜେରିଆର ଛେଡର ରାଜଧାନୀରେ ଶନିବାର ବିଳମ୍ବିତ ରାତିରେ ବୋକୋହାରାମ ସଂଗଠନର ଆତ୍ମଘାତୀ ଆକ୍ରମଣରେ ୧୭ଜଣଙ୍କ ମୃତ୍ୟୁ ଘଟିଛି। ଏହି ଆତ୍ମଘାତୀ ବୋମା ବିସ୍ଫୋରଣ ଏନଡିରାମେନାଠାରେ ହୋଇଛି। ବୋକୋହାରାମର ଜଣେ ପୁରୁଷ ଆତଙ୍କବାଦୀ ମହିଳା ବେଶରେ ଆସି ଏହି ଆତ୍ମଘାତି ବିସ୍ଫୋରଣ କରିଥିବା ଜଣାପଡିଛି। ଏହାସହ ନାଇଜେରିଆର ବୋର୍ଣ୍ଣର ରାଜ୍ୟର ମାଇଦିଗୁରୀରେ ବୋମା ବିସ୍ଫୋରଣ କରିଛି ବୋକୋହାରାମ ଆତଙ୍କୀ।  ଏଥିରେ ଦୁଇଜଣ ମୃତ୍ୟୁ ଘଟିଛି। ଶୁକ୍ରବାର ଏକ ଆତ୍ମଘାତୀ ବୋମା ବିସ୍ଫୋରଣରେ ୩୮ ଜଣ ମୃତ୍ୟୁ ଘଟିଥିଲା। […]

boko-haram-fighters

boko-haram-fighters

Rakesh Mallick
  • Published: Sunday, 12 July 2015
  • Updated: 04 May 2017, 03:45 PM IST

Sports

Latest News

ଛେଡ୍: ନାଇଜେରିଆର ଛେଡର ରାଜଧାନୀରେ ଶନିବାର ବିଳମ୍ବିତ ରାତିରେ ବୋକୋହାରାମ ସଂଗଠନର ଆତ୍ମଘାତୀ ଆକ୍ରମଣରେ ୧୭ଜଣଙ୍କ ମୃତ୍ୟୁ ଘଟିଛି। ଏହି ଆତ୍ମଘାତୀ ବୋମା ବିସ୍ଫୋରଣ ଏନଡିରାମେନାଠାରେ ହୋଇଛି। ବୋକୋହାରାମର ଜଣେ ପୁରୁଷ ଆତଙ୍କବାଦୀ ମହିଳା ବେଶରେ ଆସି ଏହି ଆତ୍ମଘାତି ବିସ୍ଫୋରଣ କରିଥିବା ଜଣାପଡିଛି। ଏହାସହ ନାଇଜେରିଆର ବୋର୍ଣ୍ଣର ରାଜ୍ୟର ମାଇଦିଗୁରୀରେ ବୋମା ବିସ୍ଫୋରଣ କରିଛି ବୋକୋହାରାମ ଆତଙ୍କୀ।  ଏଥିରେ ଦୁଇଜଣ ମୃତ୍ୟୁ ଘଟିଛି। ଶୁକ୍ରବାର ଏକ ଆତ୍ମଘାତୀ ବୋମା ବିସ୍ଫୋରଣରେ ୩୮ ଜଣ ମୃତ୍ୟୁ ଘଟିଥିଲା। ସେହିପରି ଆତଙ୍କୀମାନେ ଶୁକ୍ରବାର ବିଳମ୍ବିତ ରାତିରେ ଗମ୍ମାଡୁରେ ଅତର୍କିତ ଆକ୍ରମଣ କରି ୧୧ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story