ମୋଦି ସରକାର ‘ବ୍ରାହ୍ମଣବାଦ’ର ପ୍ରଚାର କରୁଛି: ଅରୁନ୍ଧତୀ ରାୟ

ପୁନେ: ଅସହିଷ୍ଣୁତା ପ୍ରସଙ୍ଗରେ ବିଶିଷ୍ଟ ଔପନାସିକା ତଥା ବୁକର ପ୍ରାଇଜ ବିଜେତା ଅରୁନ୍ଧତୀ ରାୟ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଯେ, ମୋଦି ଦେଶରେ ‘ବ୍ରାହ୍ମଣବାଦ’ର ପ୍ରଚାର କରୁଛନ୍ତି। ଏହାକୁ ନେଇ ପୁଣି ତେଜିଛି ଅସହିଷ୍ଣୁତା ବିବାଦ। ଏଠାରେ ସେ ମହାତ୍ମା ଗାନ୍ଧି ଫୁଲେ ସାମନ୍ତ ପୁରସ୍କାର ଗ୍ରହଣ କରୁଥିବା ବେଳେ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମ ବେଳେ ବିଜେପି ଛାତ୍ର ଶାଖା ଏବିଭିପି ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଏହାକୁ ନେଇ ସମାଲୋଚନା କରିଛନ୍ତି […]

arundhati-roy2

Rakesh Mallick
  • Published: Sunday, 29 November 2015
  • , Updated: 29 November 2015, 04:17 PM IST

ପୁନେ: ଅସହିଷ୍ଣୁତା ପ୍ରସଙ୍ଗରେ ବିଶିଷ୍ଟ ଔପନାସିକା ତଥା ବୁକର ପ୍ରାଇଜ ବିଜେତା ଅରୁନ୍ଧତୀ ରାୟ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଯେ, ମୋଦି ଦେଶରେ ‘ବ୍ରାହ୍ମଣବାଦ’ର ପ୍ରଚାର କରୁଛନ୍ତି। ଏହାକୁ ନେଇ ପୁଣି ତେଜିଛି ଅସହିଷ୍ଣୁତା ବିବାଦ। ଏଠାରେ ସେ ମହାତ୍ମା ଗାନ୍ଧି ଫୁଲେ ସାମନ୍ତ ପୁରସ୍କାର ଗ୍ରହଣ କରୁଥିବା ବେଳେ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମ ବେଳେ ବିଜେପି ଛାତ୍ର ଶାଖା ଏବିଭିପି ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଏହାକୁ ନେଇ ସମାଲୋଚନା କରିଛନ୍ତି ବିଶିଷ୍ଟ ଲେଖିକା ଅରୁନ୍ଧତୀ ରାୟ।

ସୂଚନାଯୋଗ୍ୟ, ଅସହିଷ୍ଣୁତା ପ୍ରତିବାଦରେ ନିକଟରେ ଔପନାସିକା ଅରୁନ୍ଧତୀ ରାୟ ଜାତୀୟ ପୁରସ୍କାରକୁ ଫେରେଇ ଦେଇଛନ୍ତି।

Related story