ରାଜ୍ୟ ସରକାରଙ୍କୁ ରାକ୍ଷସ କହିଲେ ମୋଦି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ନିର୍ବାଚନ ନେଇ ରାଜନୀତି ସରଗରମ ହେଲାଣି।  ମାରାଥନ୍ ପ୍ରଚାର ଆରମ୍ଭ କରିଛି ବିଜେପି ଓ କଂଗ୍ରେସ। ଭାଜପା ଲାଗି ନିଜେ ପ୍ରଧାନମନ୍ତ୍ରୀ ମୋଦି ଏହାର ମଙ୍ଗ ଧରିଛନ୍ତି । ପ୍ରଥମ ଦିନରୁ ହିଁ ବିରୋଧୀ କଂଗ୍ରେସ ପାଇଁ କଡ଼ା ଭାଷାର ପ୍ରୟୋଗ କରି ମୋଦି ବିରୋଧୀଙ୍କୁ ରାଜ୍ୟ ରାଜନୀତିରେ ରାକ୍ଷାସ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ହିମାଚଳପ୍ରଦେଶରେ  ମାରାଥନ ପ୍ରଚାର ବେଳେ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ନିଜ […]

download (3)

Rakesh Mallick
  • Published: Thursday, 02 November 2017
  • , Updated: 02 November 2017, 07:34 PM IST

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ନିର୍ବାଚନ ନେଇ ରାଜନୀତି ସରଗରମ ହେଲାଣି।  ମାରାଥନ୍ ପ୍ରଚାର ଆରମ୍ଭ କରିଛି ବିଜେପି ଓ କଂଗ୍ରେସ। ଭାଜପା ଲାଗି ନିଜେ ପ୍ରଧାନମନ୍ତ୍ରୀ ମୋଦି ଏହାର ମଙ୍ଗ ଧରିଛନ୍ତି । ପ୍ରଥମ ଦିନରୁ ହିଁ ବିରୋଧୀ କଂଗ୍ରେସ ପାଇଁ କଡ଼ା ଭାଷାର ପ୍ରୟୋଗ କରି ମୋଦି ବିରୋଧୀଙ୍କୁ ରାଜ୍ୟ ରାଜନୀତିରେ ରାକ୍ଷାସ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ହିମାଚଳପ୍ରଦେଶରେ  ମାରାଥନ ପ୍ରଚାର ବେଳେ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ନିଜ ଅଭିଭାଷଣରେ ହିମାଚଳ ପ୍ରଦେଶର କଂଗ୍ରେସ ସରକାରକୁ ବଦଳାଇ ଦୁର୍ନୀତିର ମୂଳପୋଛ କରିବାକୁ ଆହ୍ୱାନ ଦେଇଛନ୍ତି ସେ। ପ୍ରଧାନମନ୍ତ୍ରୀ  ନିର୍ବାଚନୀ ଇସ୍ତାହାର ଅନୁସାରେ ସ୍ବର୍ଣ୍ଣିମ୍ ହିମାଚଳ ଗଠନର ପ୍ରତିଶ୍ରୁତି ବିଜେପି ପୂରଣ କରିବ କରିବ ସେ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Related story