ହିଂସାଭାବ କମାଇବା ପାଇଁ ଦୁଇ ଦେଶର ଏନଏସଏ ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ:ଏକ ପାଖରେ ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମ କରିବା କହୁଥିବା ବେଳେ ଅନ୍ୟପଟେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ଆକ୍ରମଣ ଜାରି ରହିଛି। ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ସର୍ଜିକାଲ ଅପରେସନ ପରେ ଏବେ ପାକିସ୍ତାନ ଏଲଓସିରେ ଲାଗି ରହିଥିବା ହିଂସାଭାବକୁ କମ୍ କରିବା ପାଇଁ ଚିନ୍ତା କରୁଛି। ସୂଚନା ମୁତାବକ ରବିବାର ପାକିସ୍ତାନ ଜାତୀୟ ସୁରକ୍ଷା କାର୍ଯ୍ୟାଳୟ ପ୍ରତିନିଧି(ଏନଏସଏ) ନାସିର ଜଞ୍ଜୁଆ ଭାରତ ସରକାରଙ୍କୁ ସୁରକ୍ଷା ପରାମର୍ଶଦାତା ଅଜୀତ ଡୋଭାଲଙ୍କ ସହ ଦୁଇ ଦେଶ ମଧ୍ୟରେ […]

doval

Rakesh Mallick
  • Published: Monday, 03 October 2016
  • , Updated: 03 October 2016, 01:55 PM IST

ନୂଆଦିଲ୍ଲୀ:ଏକ ପାଖରେ ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମ କରିବା କହୁଥିବା ବେଳେ ଅନ୍ୟପଟେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ଆକ୍ରମଣ ଜାରି ରହିଛି। ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ସର୍ଜିକାଲ ଅପରେସନ ପରେ ଏବେ ପାକିସ୍ତାନ ଏଲଓସିରେ ଲାଗି ରହିଥିବା ହିଂସାଭାବକୁ କମ୍ କରିବା ପାଇଁ ଚିନ୍ତା କରୁଛି। ସୂଚନା ମୁତାବକ ରବିବାର ପାକିସ୍ତାନ ଜାତୀୟ ସୁରକ୍ଷା କାର୍ଯ୍ୟାଳୟ ପ୍ରତିନିଧି(ଏନଏସଏ) ନାସିର ଜଞ୍ଜୁଆ ଭାରତ ସରକାରଙ୍କୁ ସୁରକ୍ଷା ପରାମର୍ଶଦାତା ଅଜୀତ ଡୋଭାଲଙ୍କ ସହ ଦୁଇ ଦେଶ ମଧ୍ୟରେ ହିଂସାଭାବ କମାଇବାକୁ ନେଇ ଆଲୋଚନା କରାଯାଇଥିଲ।। ଏହି ଆଲୋଚନା ଗତ କାଲି ରାତିରେ ବାରମୁଳାର ସେନା କ୍ୟାମ୍ପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପୂର୍ବରୁ କରାଯାଇଥିଲା।

Related story