ମଙ୍ଗଳରେ ଅଛି ଜଳ: ନାସା

ନ୍ୟୁୟର୍କ: ମଙ୍ଗଳ ଗ୍ରହରେ ରହିଛି ଜଳ। ଏହି ଗ୍ରହରେ ତରଳ ଆକାରରେ ଜଳ ଗଚ୍ଛିତ ହୋଇ ରହିଛି । ଏହା ପ୍ରବାହିତ ହେଉଛି । ସୋମବାର ଏ ନେଇ ନାସା ପକ୍ଷରୁ ସ୍ପଷ୍ଟ କରାଯିବା ସହ ଏହା ଲୁଣିଆ ବୋଲି କୁହାଯାଇଛି । ଏହି ସୂଚନା ମିଳିବା ପରେ ମଙ୍ଗଳରେ ଜୀବସତ୍ତା ଥିବା ଓ ଏଠାରେ ବାସ କରାଯାଇ ପାରିବାର ଆଶା ସଂଚାର ହୋଇଛି । ନାସା ଓ ଆମେରିକା ବିଭିନ୍ନ ବିଶ୍ୱବିଦ୍ୟାଳୟର କିଛି ବୈଜ୍ଞାନିକ କରିଥିବା […]

water-on-mars.jpg.image.784.410

Rakesh Mallick
  • Published: Monday, 28 September 2015
  • , Updated: 04 May 2017, 03:44 PM IST

ନ୍ୟୁୟର୍କ: ମଙ୍ଗଳ ଗ୍ରହରେ ରହିଛି ଜଳ। ଏହି ଗ୍ରହରେ ତରଳ ଆକାରରେ ଜଳ ଗଚ୍ଛିତ ହୋଇ ରହିଛି । ଏହା ପ୍ରବାହିତ ହେଉଛି । ସୋମବାର ଏ ନେଇ ନାସା ପକ୍ଷରୁ ସ୍ପଷ୍ଟ କରାଯିବା ସହ ଏହା ଲୁଣିଆ ବୋଲି କୁହାଯାଇଛି । ଏହି ସୂଚନା ମିଳିବା ପରେ ମଙ୍ଗଳରେ ଜୀବସତ୍ତା ଥିବା ଓ ଏଠାରେ ବାସ କରାଯାଇ ପାରିବାର ଆଶା ସଂଚାର ହୋଇଛି ।

ନାସା ଓ ଆମେରିକା ବିଭିନ୍ନ ବିଶ୍ୱବିଦ୍ୟାଳୟର କିଛି ବୈଜ୍ଞାନିକ କରିଥିବା ରିସର୍ଚ୍ଚରୁ ଏହା ସ୍ପଷ୍ଟ ହୋଇଛି। ଏହି ବୈଜ୍ଞାନିକମାନେ ଗବେଷଣା କରୁଥିବା ବିଷୟ ବସ୍ତୁ ହେଉଛି ଡାର୍କ ନ୍ୟାରୋ ଆଣ୍ଡ ଇଲୋଗ୍ନେଟେଡ ଷ୍ଟ୍ରେକ ଦ୍ୟାଟ ଆପିୟର ଇନ ସରଫେସ ଅଫ ଦି ରେଡ ପ୍ଲାନେଟ ।

Related story