ଚୀନର ଡାଟା ଚୋରି ଅଭିଯୋଗର ସରକାର କରିବେ ତଦନ୍ତ

ନୂଆଦିଲ୍ଲୀ: ଚୀନ ଭାରତରେ ପ୍ରାୟ ୧୦,୦୦୦ ଲୋକଙ୍କ ତଥ୍ୟ ଉପରେ ନଜର ରଖିଛି। ଯେଉଁଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ଜମ୍ମୁ କଶ୍ନୀରର ପୂର୍ବତନ ରାଜ୍ୟପାଳ ତଥା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ରହିଛନ୍ତି। ସରକାର ଏବେ ଏହାକୁ ଗୁରୁତର ସହ ନେଇଛନ୍ତି। ଚୀନର ଏହି ଡାଟା ଚୋରି ଉପରେ ଅନୁଧ୍ୟା କରିବା ପାଇଁ ଭାରତ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଜାତୀୟ ସାଇବର ସୁରକ୍ଷା […]

Subhransu Sekhar
  • Published: Thursday, 17 September 2020
  • Updated: 17 September 2020, 02:06 AM IST

Sports

Latest News

ନୂଆଦିଲ୍ଲୀ: ଚୀନ ଭାରତରେ ପ୍ରାୟ ୧୦,୦୦୦ ଲୋକଙ୍କ ତଥ୍ୟ ଉପରେ ନଜର ରଖିଛି। ଯେଉଁଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ଜମ୍ମୁ କଶ୍ନୀରର ପୂର୍ବତନ ରାଜ୍ୟପାଳ ତଥା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ରହିଛନ୍ତି। ସରକାର ଏବେ ଏହାକୁ ଗୁରୁତର ସହ ନେଇଛନ୍ତି। ଚୀନର ଏହି ଡାଟା ଚୋରି ଉପରେ ଅନୁଧ୍ୟା କରିବା ପାଇଁ ଭାରତ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଜାତୀୟ ସାଇବର ସୁରକ୍ଷା ସଂଯୋଜକଙ୍କ ଅଧୀନରେ ଏହି ବିଶେଷଜ୍ଞ କମିଟି ଗଠନ କରିଛନ୍ତି ସରକାର। ମାସକ ମଧ୍ୟରେ ସରକାରଙ୍କ ନିକଟରେ ଏହାର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ତେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ କଂଗ୍ରେସ ସାଂସଦ କେ.ସି ଭେନୁଗୋପାଲଙ୍କୁ ସୂଚନା ଦେଇଛନ୍ତି କାରଣ ସେ ଏବଂ ଅନେକ ସାଂସଦ ସରକାରଙ୍କୁ ନିବେଦନ କରିଛନ୍ତି ଯେ ଚୀନ୍ ଗୁପ୍ତଚର ଭାରତୀୟ ରାଜନେତା ତଥା ଅନ୍ୟମାନଙ୍କ ତଥ୍ୟ ଛଡ଼ାଇ ନେଇଯିବ।

ଅନ୍ୟପଟେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଜି ଚୀନ୍‌ର ସୂଚନା ପ୍ରଯୁକ୍ତିବିଦ୍ୟା କମ୍ପାନୀ ଜେନହୁଙ୍କ ବିରୋଧରେ ଭାରତରେ ଚୀନ୍ ରାଷ୍ଟ୍ରଦୂତଙ୍କ ସମ୍ମୁଖରେ ଡିଜିଟାଲ୍ ଗୁପ୍ତଚର ବୋଲି ଅଭିଯୋଗ ଆଣିଥିବା ସୂଚନା ରହିଛି। ଚୀନ୍ କହିଛି ଯେ ଜେନହୁ ଏକ ଘରୋଇ କମ୍ପାନୀ। କମ୍ପାନୀ ନିଜ ବାବଦରେ ସମସ୍ତ ତଥ୍ୟ ସାର୍ବଜନୀନ କରିସାରିଛି।

ଭାରତ ସରକାରଙ୍କ ବିନା ଅନୁମତିରେ ଭାରତୀୟଙ୍କ ଡାଟା ଚୋରି କରିବା ବେଆଇନ୍ ବୋଲି ଭାରତୀୟ ନାଗରିକଙ୍କ ଗୋପନୀୟତା ଏବଂ ବ୍ୟକ୍ତିଗତ ତଥ୍ୟର ସୁରକ୍ଷାକୁ ଗୁରୁତର ଭାବେ ଗ୍ରହଣ କରି ଏଭଳି କହିଛନ୍ତି ଭାରତ ସରକାର।

ସୂଚନାଯୋଗ୍ୟ 'ଇଣ୍ଡିଆନ୍ ଏକ୍ସପ୍ରେସ'ର ଏକ ରିପୋର୍ଟରେ କୁହାଯାଇଛି ଯେ ଚୀନ୍ ଭାରତରେ ପ୍ରାୟ ୧୦,୦୦୦ ଲୋକଙ୍କ ତଥ୍ୟ ଉପରେ ନଜର ରଖିଛି। ଯେଉଁଥିରେ ମୋଦିଙ୍କଠାରୁ ସୋନିଆ ଗାନ୍ଧୀ ରହିଛନ୍ତି।

ଚୀନ୍ ଉପରେ କ’ଣ ରହିଛି ଅଭିଯାଗ?

  • ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ଚୀନ୍ ୧୦,୦୦୦ ଭାରତୀୟ ଲୋକଙ୍କ ଡାଟା ଚୋରି କରୁଛି
  • କମ୍ୟୁନିଷ୍ଟ ପାର୍ଟି ସହିତ ଲିଙ୍କ୍ ରଖି ଚୀନର ଘରୋଇ କମ୍ପାନୀ ଡାଟା ଚୋରି କରୁଥିବା ଅଭିଯୋଗ
  • ଦେଶର ବିଶିଷ୍ଟ ବ୍ୟକ୍ତିଙ୍କ କାର୍ଯ୍ୟଶୈଳୀ ଉପରେ ନଜର ରଖାଯାଇଥିବା ଅଭିଯୋଗ
  • ବ୍ୟକ୍ତିଗତ ଜୀବନଶୈଳୀ ଉପରେ ସଂପୃକ୍ତ ଚୀନ କମ୍ପାନୀ ନଜର ରଖିଥିବା ଅଭିଯୋଗ
  • ଚୀନରେ କମ୍ପାନୀ ତଥ୍ୟର ଏକ ଡାଟାବେସ୍ ପ୍ରସ୍ତୁତ କରିଥିବା ଅଭିଯୋଗ
  • ନେତାଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ଡାଟା ରଖିଥିବା ଅଭିଯୋଗ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story