‘ଏନ୍‌ପିଆର ଅପଡେଟ୍‌ବେଳେ ଦରକାର ପଡ଼ିବନି କୌଣସି ଦସ୍ତାବିଜ୍‌’

ନୂଆଦିଲ୍ଲୀ: ମଙ୍ଗଳବାର ସରକାର ସ୍ପଷ୍ଟ କରିଛନ୍ତି ନ୍ୟାସନାଲ ପପୁଲେସନ୍‌ ରେଜିଷ୍ଟର (ଏନ୍‌ପିଆର) ଅପଡେଟ୍‌ କରାଯିବାବେଳେ କୌଣସି ଦସ୍ତାବିଜ୍‌ ନିଆଯିବନି। କେବଳ ଆଧାର ନମ୍ବର ହିଁ ଏହି ସମୟରେ ଦେବାକୁ ପଡ଼ିବ। ସରକାର ବର୍ତ୍ତମାନ ଏନ୍‌ପିଆର ପ୍ରସ୍ତୁତି ପାଇଁ ରହିଥିବା ବିଭିନ୍ନ ସମସ୍ୟା ବାବଦରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରୁଛନ୍ତି। ଏନ୍‌ପିଆର ଅପଡେଟ୍‌ ସମୟରେ ଲୋକସଂଖ୍ୟା ଏବଂ ବିଭିନ୍ନ ପରିବାର ଓ ବ୍ୟକ୍ତିଙ୍କର ବିଭିନ୍ନ ତଥ୍ୟ ଅପଡେଟ୍‌ କରାଯିବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ […]

NPR

NPR

Subrat Kumar Nayak
  • Published: Tuesday, 04 February 2020
  • Updated: 04 February 2020, 06:20 PM IST

Sports

Latest News

ନୂଆଦିଲ୍ଲୀ: ମଙ୍ଗଳବାର ସରକାର ସ୍ପଷ୍ଟ କରିଛନ୍ତି ନ୍ୟାସନାଲ ପପୁଲେସନ୍‌ ରେଜିଷ୍ଟର (ଏନ୍‌ପିଆର) ଅପଡେଟ୍‌ କରାଯିବାବେଳେ କୌଣସି ଦସ୍ତାବିଜ୍‌ ନିଆଯିବନି। କେବଳ ଆଧାର ନମ୍ବର ହିଁ ଏହି ସମୟରେ ଦେବାକୁ ପଡ଼ିବ।

ସରକାର ବର୍ତ୍ତମାନ ଏନ୍‌ପିଆର ପ୍ରସ୍ତୁତି ପାଇଁ ରହିଥିବା ବିଭିନ୍ନ ସମସ୍ୟା ବାବଦରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରୁଛନ୍ତି। ଏନ୍‌ପିଆର ଅପଡେଟ୍‌ ସମୟରେ ଲୋକସଂଖ୍ୟା ଏବଂ ବିଭିନ୍ନ ପରିବାର ଓ ବ୍ୟକ୍ତିଙ୍କର ବିଭିନ୍ନ ତଥ୍ୟ ଅପଡେଟ୍‌ କରାଯିବ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି କହିଛନ୍ତି, ଏହି ଅପଡେଟ୍‌ କରିବାକୁ ଥିବା ଏନ୍ୟୁମରେଟର୍ସ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଇନଷ୍ଟ୍ରକସନ୍‌ ମାନୁଆଲ ପ୍ରସ୍ତୁତ କରାଯିବ। ଲୋକେ ଏନ୍‌ପିଆର ବାବଦରେ ନିଜର ଜ୍ଞାନ ଓ ବିଶ୍ୱସ ଅନୁଯାୟୀ ତଥ୍ୟ ଦେବେ। ଏଥିରେ କୌଣସି ଡକ୍ୟୁମେଣ୍ଟ ସଂଗ୍ରହ କରାଯିବନି ବୋଲି ସଂସଦରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି।

ଏନ୍‌ପିଆର ଅପଡେଟ୍ କରାଯିବା ସମୟରେ ଯାହାର ନାଗରିକତା ସନ୍ଦେହଜନକ ଅଛି କି ନା ତାହାର ଭେରିଫିକେସନ୍‌ କରାଯିବ ନାହିଁ। ଘରକୁ ଘର ବୁଲି ପ୍ରତି ପରିବାର ଏବଂ ବ୍ୟକ୍ତିଙ୍କ ବାବଦରେ ତଥ୍ୟ ନିଆଯିବ ବୋଲି ନିତ୍ୟାନନ୍ଦ କହିଛନ୍ତି। ଏହି ଅବସରରେ ଆଧାର ନମ୍ବର ସ୍ୱତଃପ୍ରବୃତ୍ତ ଭାବେ ଦେଇପାରିବେ।

ସେ କହିଛନ୍ତି, ଏହି ରେଜିଷ୍ଟର ଗୋଟିଏ ଲୋକ ଗାଁରେ, ଗ୍ରାମାଞ୍ଚଳରେ, ସହରରେ ବା ୱାର୍ଡରେ ଯେକୌଣସି ସ୍ଥାନରେ ରହୁଥିବ ସେମାନଙ୍କ ବାବଦରେ ଏଥିରେ ତଥ୍ୟ ରହିବ। ଏହି ତାଲିକା ବାବଦରେ ନିତ୍ୟାନନ୍ଦ କହିଛନ୍ତି, “ପ୍ରଥମେ ୨୦୧୦ ମସିହାରେ ଏନ୍‌ପିଆର ପ୍ରସ୍ତୁତ କରାଯାଇଥିଲା ଏବଂ ୨୦୧୫ରେ ଏହାକୁ ଅପଡେଟ୍‌ କରାଯାଇଥିଲା। ଏଥିପାଇଁ ନାଗରିକତା ଆଇନ ୧୯୫୫ ଅଧୀନରେ ନାଗରିକତା ନିୟମ ୨୦୦୩ର ଉପନିୟମ (୪) ଅନୁଯାୟୀ କେନ୍ଦ୍ର ସରକାର ଏହାର ପ୍ରସ୍ତୁତି ଏବଂ ଅପଡେଟ୍‌ ବାବଦରେ ନିଷ୍ପତ୍ତି ନେଇଥିଲେ। ଆସାମ ବ୍ୟତୀତ ପୁରା ଦେଶରେ ଲୋକଙ୍କର ତଥ୍ୟ ସଂଗ୍ରହ କରାଯାଇ ଏନ୍‌ପିଆର ଅପଡେଟ୍‌ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story