ଆକ୍ସନ ମୁଡରେ ଏନସିବି, ଆଠ ଗିରଫ୍

ନୂଆଦିଲ୍ଲୀ: ଆକ୍ସନ ମୁଡରେ  ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏହି ତଦନ୍ତକାରୀ ସଂସ୍ଥା ଡ୍ରଗ୍ସ ଲିଙ୍କର ତଦନ୍ତ କରୁଛି। ଏହାରି ଭିତରେ ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ ଉପରେ ଚଢ଼ାଉ କରିଛି। ରେଡ୍ କରି ହିରୋଇନ୍, କୋକେନ୍ ଏବଂ ଚୋରା ଗଞ୍ଜେଇ ଜବତ କରିଛି। ଏହି ରାକେଟରେ ସାମିଲ ଥିବା ମୋଟ୍ ଆଠ ଜଣଙ୍କୁ ଗିରଫ କରିଛି ଏନସିବି। ଏନସିବି ଆଠ କିଲୋଗ୍ରାମ ହିରୋଇନ, ୪୫୫ ଗ୍ରାମ କୋକେନ ଏବଂ ୧.୧ କିଲୋଗ୍ରାମ […]

ncb

ncb

Subhransu Sekhar
  • Published: Tuesday, 22 September 2020
  • Updated: 22 September 2020, 04:18 PM IST

ନୂଆଦିଲ୍ଲୀ: ଆକ୍ସନ ମୁଡରେ  ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏହି ତଦନ୍ତକାରୀ ସଂସ୍ଥା ଡ୍ରଗ୍ସ ଲିଙ୍କର ତଦନ୍ତ କରୁଛି। ଏହାରି ଭିତରେ ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ ଉପରେ ଚଢ଼ାଉ କରିଛି। ରେଡ୍ କରି ହିରୋଇନ୍, କୋକେନ୍ ଏବଂ ଚୋରା ଗଞ୍ଜେଇ ଜବତ କରିଛି। ଏହି ରାକେଟରେ ସାମିଲ ଥିବା ମୋଟ୍ ଆଠ ଜଣଙ୍କୁ ଗିରଫ କରିଛି ଏନସିବି।

ଏନସିବି ଆଠ କିଲୋଗ୍ରାମ ହିରୋଇନ, ୪୫୫ ଗ୍ରାମ କୋକେନ ଏବଂ ୧.୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଗତ କିଛି ମାସ ମଧ୍ୟରେ ୫୨ କିଲୋଗ୍ରାମର ନିଶା କାରବାର କରିଥିବା ଏନସିବି ଜାଣିବାକୁ ପାଇଛି।

ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡର ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଛି। ଏବେ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍, ରକୁଲ ପ୍ରୀତ ସିଂହଙ୍କ ନାମ ସାମ୍ନାକୁ ଆସିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୨୧୨ରୁ ଅଧିକ ଲୋକଙ୍କୁ ଗିରଫ କରି ସାରିଛି।

ସୂଚନାଯୋଗ୍ୟ, ନିକଟରେ ଏନସିବି ମହାନିର୍ଦ୍ଦେଶକ ରାକେଶ ଆସ୍ଥାନା ଆଉଟଲୁକ୍ ପତ୍ରିକାକୁ ସାକ୍ଷାତକାର ଦେଇଥିଲେ। ସେ କହିଥିଲେ, ରିଆଙ୍କ ସହ ଅନ୍ତର୍ଜାତୀୟ ଏଜେନ୍ସିର ଗଭୀର ଲିଙ୍କ୍ ରହିଛି।  ଡ୍ରଗ୍ସ ରାକେଟର ଚେର ପର୍ଯ୍ୟନ୍ତ ପହଞ୍ଚିବାକୁ ଏନସିବି ଚେଷ୍ଟା କରୁଛି। ଦେଶରେ ଡ୍ରଗ୍ସ ଚୋରା ଚାଲାଣ ତଥା ବ୍ୟବହାର ବଢ଼ାଇବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଥିଲେ।

ରାକେଶ ଆସ୍ଥାନା ଆହୁରି କହିଥିଲେ ଯେ ରିଆ ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ସିଣ୍ଡିକେଟ୍ ଛୋଟ ନୁହେଁ। ତଦନ୍ତ ବେଳେ ଦୁବାଇ ଏବଂ ଆତଙ୍କବାଦୀ ଲିଙ୍କ ଥିବାର ସନ୍ଦେହ ପ୍ରକାଶ ପାଇଛି। ବିଭିନ୍ନ ପାର୍ଟିକୁ ଡ୍ରଗ୍ସ ଅଣାଯାଇଥିଲା ଆଉ ସେହି ପଇସାରେ ଡ୍ରଗ୍ସ କାରବାରକୁ ବଢ଼ାଇବାକୁ ଚେଷ୍ଟା କରାଯାଉଛି।

ତେବେ ଆଜି ଗିରଫ ହୋଇଥିବା ଏହି ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟର ବଲିଉଡ ଲିଙ୍କ ଅଛି କି ନାହିଁ ଜଣାପଡ଼ିନି। ହେଲେ ଆସ୍ଥାନାଙ୍କ ସାକ୍ଷାତକାରରୁ ସ୍ପଷ୍ଟ ଯେ ଦେଶରେ ଡ୍ରଗ୍ସ କାରବାରରେ ତାଲା ପକାଇବା ପାଇଁ ଏନସି୍ବି ପଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story