ରାୟପୁର: ଆଗକୁ ଲୋକସଭା ନିର୍ବାଚନ ରହିଛି। ତା ପୂର୍ବରୁ ଛତିଶଗଡ଼ ସମେତ ଅନ୍ୟ କିଛି ରାଜ୍ୟମାନଙ୍କରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ତାର ରଣନୀତି ଆରମ୍ଭ କରିଦେଇଛି। ମୋଦି ସରକାର ଓ ବିଜେପି ବିରୋଧରେ କଂଗ୍ରେସ ଦଳ ଏକ ଅଭିଯାନ ଆରମ୍ଭ କରିଛି।
ବିଜେପି ସରକାରଙ୍କ ବିକାଶକୁ ତାଚ୍ଛଲ୍ୟ କରି କଂଗ୍ରେସ ଏକ ଟି-ଶାର୍ଟ ତିଆରି କରିଛି। ଏଥିରେ ‘ଉଡ୍ଗଇ ବିକାଶ୍ କି ଚିଡ଼ିୟା' ଅର୍ଥାତ ‘ଉଡ଼ିଗଲା ବିକାଶର ଚଢ଼େଇ’ ସ୍ଲୋଗାନ୍ ଲେଖାଯାଇଛି। କଂଗ୍ରେସ୍ ପାଖାପାଖି ଏଭଳି ୩୫ଲକ୍ଷ ଟି-ଶାର୍ଟ ଅର୍ଡର କରିଛି।
ଟି-ଶାର୍ଟର ରଙ୍ଗ ଧଳା। ଏଥିରେ ହଳଦିଆ ରଙ୍ଗରେ ଏହି ସ୍ଲୋଗାନ୍ଟି ଲେଖା ଯାଇଛି। ଏହି ଅଭିଯାନ ଛତିଶଗଡ଼ରେ ସଫଳ ହେଇଥିବା ଦେଖାଯାଉଛି। କିଛି କଂଗ୍ରେସ କର୍ମକର୍ତ୍ତାମାନେ ସେହି ଟି-ଶାର୍ଟ ପିନ୍ଧି ଚା’ ଦୋକାନରେ ବସୁଥିବାର ଦେଖିବାକୁ ମିଳୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଟ୍ରକ୍କୁ ପିଟିଲା ଅଟୋ, ଚାଲିଗଲା ୬ ଜୀବନ
ମହାରାଷ୍ଟ୍ରର ନାସିକ ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏକ ଟ୍ରକ୍ ଓ ଅଟୋ ମଧ୍ୟରେ ଧକ୍କା ହେବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି।
National
ତୀର୍ଥରାଜ ପ୍ରୟାଗରେ ମହାକୁମ୍ଭ ମେଳା ଆରମ୍ଭ, ଶ୍ରଦ୍ଧାଳୁଙ୍କ ଉପରେ ହେବ ପୁଷ୍ପ ବର୍ଷା
ତୀର୍ଥରାଜ ପ୍ରୟାଗରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା। ତ୍ରିବେଣୀ ସଂଗମରେ ଆରମ୍ଭ ହୋଇଛି ପ୍ରଥମ ପୁଣ୍ୟ ସ୍ନାନ । ବୁଡ଼ ପକାଇ ପାପ ଧୋଇବାକୁ ପ୍ରୟାଗରାଜରେ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି।
Politics
ଅସନ୍ତୋଷ ଝାଡ଼ିଥିବା ବିଧାୟକଙ୍କୁ ନୂଆ ଆସନରେ ଟିକେଟ ଦେଲା ବିଜେପି
୦୨୦ରେ ମୋହନ ସିଂହ କରୱାଲା ଆସନରୁ ବିଜୟୀ ହୋଇଥିଲେ। ଏଥର କିନ୍ତୁ ବିଜେପି କରୱାଲ ଆସନରେ ଆପ୍ରୁ ଆସିଥିବା ବିବାଦୀୟ ନେତା କପିଲ ମିଶ୍ରାଙ୍କୁ ଟିକେଟ ଦେଇଛି।
National
ପାଇଖାନା ସଫା କଲେ ଛାତ୍ରୀ, ନିଲମ୍ବିତ ହେଲେ ପ୍ରିନ୍ସିପାଲ
କେତେବେଳେ ସେମାନଙ୍କୁ ପାଇଖାନା ସଫା କରିବାକୁ କୁହାଯାଏ ତ ଆଉ କେତେ ବେଳେ ପାଣି ଦେବାକୁ କୁହାଯାଏ। ଅନେକ ସମୟରେ ପିଲାମାନେ ସ୍କୁଲ ପରିସରକୁ ମଧ୍ୟ ସଫା କରନ୍ତି।
Politics
ବଡ଼ ଭୁଲ: କପିଲ ମିଶ୍ରାଙ୍କୁ ଟିକେଟ ମିଳିବା ପରେ ଅସନ୍ତୋଷ ଝାଡ଼ିଲେ ବିଜେପି ବିଧାୟକ
ମୋହନ ସିଂହଙ୍କ ବଦଳରେ ୨୦୨୫ ବିଧାନସଭା ନିର୍ବାଚନରେ କରୱାଲ ନଗର ଆସନରୁ କପିଲ ମିଶ୍ରା ବିଜେପି ଟିକେଟରେ ଲଢ଼ିବେ। ଦଳର ଏପରି ପଦକ୍ଷେପକୁ ବଡ଼ ତ୍ରୁଟି ବୋଲି ମୋହନ ସିଂହ କହିଛନ୍ତି।