ନୂଆଦିଲ୍ଲୀରୁ ହଂକଂ ଯାଉଥିବା ଜେଟ୍ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଳୀ:  ନୂଆଦିଲ୍ଲୀରୁ ହଂକଂ ଯାଉଥିବା ଜେଟ୍ ବିମାନରେ ବୋମା ଥିବା ଜଣାପଡିବା ପରେ ଉଡାଣ ଭରିବାର ୪୦ ମିନିଟ୍ ପରେ ନୂଆଦିଲ୍ଳୀ  ବିମାନ ବନ୍ଦରରେ ବିମାନକୁ ଅବତରଣ କରାଯାଇଛି।  ବିମାନରେ ବୋମା ଥିବା ନେଇ  ଏ ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳି ପାରି ନାହିଁ। ସୂଚନାନୁସାରେ,ଜଣେ ଅଜଣା ଲୋକଙ୍କ ମୋବାଇଲରେ ବୋମା ଥିବା ଜଣାପଡିବା ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଇ ବିମାନଟିକୁ ନୂଆଦିଲ୍ଳୀ ବିମାନ ବନ୍ଦରରେ ଅବତରଣ କରାଯାଇଛି। ବିମାନ ବନ୍ଦରରେ ଦମକଳ ବାହିନୀ ଓ ବୋମା […]

bimana

Rakesh Mallick
  • Published: Saturday, 05 September 2015
  • , Updated: 05 September 2015, 05:22 AM IST

ନୂଆଦିଲ୍ଳୀ:  ନୂଆଦିଲ୍ଲୀରୁ ହଂକଂ ଯାଉଥିବା ଜେଟ୍ ବିମାନରେ ବୋମା ଥିବା ଜଣାପଡିବା ପରେ ଉଡାଣ ଭରିବାର ୪୦ ମିନିଟ୍ ପରେ ନୂଆଦିଲ୍ଳୀ  ବିମାନ ବନ୍ଦରରେ ବିମାନକୁ ଅବତରଣ କରାଯାଇଛି।  ବିମାନରେ ବୋମା ଥିବା ନେଇ  ଏ ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳି ପାରି ନାହିଁ।

ସୂଚନାନୁସାରେ,ଜଣେ ଅଜଣା ଲୋକଙ୍କ ମୋବାଇଲରେ ବୋମା ଥିବା ଜଣାପଡିବା ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଇ ବିମାନଟିକୁ ନୂଆଦିଲ୍ଳୀ ବିମାନ ବନ୍ଦରରେ ଅବତରଣ କରାଯାଇଛି। ବିମାନ ବନ୍ଦରରେ ଦମକଳ ବାହିନୀ ଓ ବୋମା ନିରୋଧକ ଦଳ ଉପସ୍ଥିତ ଅଛନ୍ତି।

Related story