ବହିଷ୍କୃତ ଡିଏସପି ଦବିନ୍ଦର ସିଂହ ମାମଲାରେ ଏନଆଇଏକୁ ବଡ଼ ସଫଳତା

ଶ୍ରୀନଗର: ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀଙ୍କୁ ସହଯୋଗ ଅଭିଯୋଗରେ ବହିଷ୍କୃତ ହୋଇଥିବା ଡିଏସପି ଦବିନ୍ଦର ସିଂହ ମାମଲାରେ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ବଡ଼ ସଫଳତା। ଏନଆଇଏ ତାରିକ ଅହମଦ ମୀର ନାମକ ଜଣେ ବ୍ୟକ୍ତିକୁ ଏହି ମାମଲାରେ ଗିରଫ କରିଛି। ମୀର ଆତଙ୍କବାଦୀ ଏବଂ ପୁଲିସ ମଧ୍ୟରେ ଜଣେ ଯୋଗସୂତ୍ର ଭାବରେ କାମ କରୁଥିବା ଜଣାପଡ଼ିଛି। ତେଣୁ ଆଗାମୀ ଦିନରେ ଏନଆଇଏକୁ ଦବିନ୍ଦର ସିଂହ ମାମଲାରେ କିଛି ବଡ଼ ପ୍ରମାଣ ମିଳିପାରେ। ତାରିକ ଅହମଦ ମୀର […]

J-K-DSP

J-K-DSP

Subhransu Sekhar
  • Published: Thursday, 30 April 2020
  • Updated: 30 April 2020, 12:15 PM IST

Sports

Latest News

ଶ୍ରୀନଗର: ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀଙ୍କୁ ସହଯୋଗ ଅଭିଯୋଗରେ ବହିଷ୍କୃତ ହୋଇଥିବା ଡିଏସପି ଦବିନ୍ଦର ସିଂହ ମାମଲାରେ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ବଡ଼ ସଫଳତା। ଏନଆଇଏ ତାରିକ ଅହମଦ ମୀର ନାମକ ଜଣେ ବ୍ୟକ୍ତିକୁ ଏହି ମାମଲାରେ ଗିରଫ କରିଛି। ମୀର ଆତଙ୍କବାଦୀ ଏବଂ ପୁଲିସ ମଧ୍ୟରେ ଜଣେ ଯୋଗସୂତ୍ର ଭାବରେ କାମ କରୁଥିବା ଜଣାପଡ଼ିଛି। ତେଣୁ ଆଗାମୀ ଦିନରେ ଏନଆଇଏକୁ ଦବିନ୍ଦର ସିଂହ ମାମଲାରେ କିଛି ବଡ଼ ପ୍ରମାଣ ମିଳିପାରେ।

ତାରିକ ଅହମଦ ମୀର ଆତଙ୍କୀ ସଂଗଠନ ହିଜବୁଲର ଅଣ୍ଡରକଭର ସଦସ୍ୟ। ଯିଏକି ଗୁପ୍ତଚାର ଭାବରେ ହିଜବୁଲକୁ ସମସ୍ତ ସୂଚନା ଦେଇଥାଏ। ପୁଲିସର ଗତିବିଧି, କେଉଁଠି କ’ଣ ରହିଛି ସ୍ଥିତି ଏ ବାବଦରେ ସୂଚନା ଦେଇଥାଏ ମୀର। ଜମ୍ମୁ ପୁଲିସ ଏବେ ମୀରକୁ ଗିରଫ କରିଛି।

ସୂଚନାଯୋଗ୍ୟ, ପଟିଆଲା ହାଉସ କୋର୍ଟଙ୍କ ଅନୁମତି କ୍ରମେ ଏବେ ବରଖାସ୍ତ ହୋଇଥିବା ଦବିନ୍ଦର ସିଂହ ୨୭ ଦିନିଆ ବିଚାରବିଭାଗୀୟ ହେପାଜତରେ ରହିଛି। ଏହା ପୂର୍ବରୁ ଦବିନ୍ଦର ସିଂହକୁ ପୁଲିସ ରିମାଣ୍ଡରେ ନେଇଥିଲା।

ଦବିନ୍ଦର ସିଂହ ଶ୍ରୀନଗର ଠାରେ ଥିବା ନିଜ ଘର ମଧ୍ୟରେ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲା। ଡିଏସପି ଦବିନ୍ଦର ୩ ଜଣ ଆତଙ୍କବାଦୀକୁ ନେଇ ଦିଲ୍ଲୀ ଯାଉଥିବା ବେଳେ ଶ୍ରୀନଗରଠାରେ ଗିରଫ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story