୧୩ ଜିଲ୍ଲାର ସହରରେ ନାଇଟ୍ କର୍ଫ୍ୟୁ, ରାତି ୮ ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ

ଜୟପୁର: ରାଜସ୍ଥାନରେ କରୋନା ସଂକ୍ରମଣକୁ ରୋକିବାକୁ ଯାଇ ଗେହଲୋଟ୍ ସରକାର ୧୩ଟି ଜିଲ୍ଲାରେ ସହର ଗୁଡ଼ିକରେ କର୍ଫ୍ୟୁ ଜାରି କରିଛନ୍ତି। ହସ୍ପିଟାଲ, ଔଷଧ ଦୋକାନ ବ୍ୟତୀତ ସମସ୍ତ ଦୋକାନ ସଂଧ୍ୟା ସାତଟା ପରେ ବନ୍ଦ ରହିବ। ରାତି ୮ ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର। ଜାନୁଆରୀ ଯାଏ ଏହା ବଳବତ୍ତର ରହିବ। Night curfew from 8 pm to 6 am will be in force within the […]

night-curfew

Subhransu Sekhar
  • Published: Saturday, 02 January 2021
  • , Updated: 02 January 2021, 10:38 PM IST

ଜୟପୁର: ରାଜସ୍ଥାନରେ କରୋନା ସଂକ୍ରମଣକୁ ରୋକିବାକୁ ଯାଇ ଗେହଲୋଟ୍ ସରକାର ୧୩ଟି ଜିଲ୍ଲାରେ ସହର ଗୁଡ଼ିକରେ କର୍ଫ୍ୟୁ ଜାରି କରିଛନ୍ତି। ହସ୍ପିଟାଲ, ଔଷଧ ଦୋକାନ ବ୍ୟତୀତ ସମସ୍ତ ଦୋକାନ ସଂଧ୍ୟା ସାତଟା ପରେ ବନ୍ଦ ରହିବ। ରାତି ୮ ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର। ଜାନୁଆରୀ ଯାଏ ଏହା ବଳବତ୍ତର ରହିବ।

https://twitter.com/ANI/status/1345382743543144448?s=20

ରାଜସ୍ଥାନର କୋଟା, ଜୟପୁର, ଯୋଧପୁର, ବିକାନେର, ଉଦୟପୁର, ଆଜମେର, ଅଲୱାର, ଭିଲୱାରା, ନାଗୌର, ପାଲି, ଟଙ୍କ, ସିକର ଏବଂ ଗଙ୍ଗାନଗରରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ ବୋଲି ଗେହଲୋଟ ସରକାର ଘୋଷଣା କରିଛନ୍ତି।

Related story