ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଫାଶି ଦଣ୍ଡାଦେଶ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା  ୩ ଜଣଙ୍କ ଫାଶି ଦଣ୍ଡାଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ମାମଲାର ପୁନର୍ବିଚାର ପାଇଁ କୋର୍ଟରେ ଆବେଦନ କରିଥିଲେ। ଫାଶି ଦଣ୍ଡକୁ ପ୍ରତ୍ୟାହାର କରିବା ପାଇଁ ଆବେଦନ କରିଥିଲେ ଅଭିଯୁକ୍ତ। କିନ୍ତୁ କୋର୍ଟ ଦୋଷୀଙ୍କ ରିଭ୍ୟୁ ପିଟିସନକୁ କୋର୍ଟ ଖାରଜ କରିଦେବା ସହିତ  ମାମଲାର ପୁନର୍ବିଚାର କରିବାର କୌଣସି […]

9-666

9-666

Rakesh Mallick
  • Published: Monday, 09 July 2018
  • Updated: 09 July 2018, 05:17 PM IST

Sports

Latest News

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା  ୩ ଜଣଙ୍କ ଫାଶି ଦଣ୍ଡାଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ମାମଲାର ପୁନର୍ବିଚାର ପାଇଁ କୋର୍ଟରେ ଆବେଦନ କରିଥିଲେ। ଫାଶି ଦଣ୍ଡକୁ ପ୍ରତ୍ୟାହାର କରିବା ପାଇଁ ଆବେଦନ କରିଥିଲେ ଅଭିଯୁକ୍ତ।

କିନ୍ତୁ କୋର୍ଟ ଦୋଷୀଙ୍କ ରିଭ୍ୟୁ ପିଟିସନକୁ କୋର୍ଟ ଖାରଜ କରିଦେବା ସହିତ  ମାମଲାର ପୁନର୍ବିଚାର କରିବାର କୌଣସି କାରଣ ନାହିଁ ବୋଲି କୋର୍ଟ କହିଛନ୍ତି। ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ଘଟିଥିଲା ଏହି ଗଣଦୁଷ୍କର୍ମ। ଦିଲ୍ଲୀରେ ଏକ ଚଳନ୍ତା ବସ୍‌ରେ ଯୁବତୀଙ୍କୁ ୬ ଜଣ ଏହି ବର୍ବରକାଣ୍ଡ ଘଟାଇଥିଲେ।

ଦୁଷ୍କର୍ମର ୧୩ ଦିନ ପରେ ଡିସେମ୍ବର ୨୯ ତାରିଖରେ ପୀଡ଼ିତା ଜଣକ ଆଖି ବୁଜିଥିଲେ। ଏହି ମାମଲାରେ ମୋଟ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଆତ୍ମହତ୍ୟା କରିଥିବା ବେଳେ ୪ ଜଣଙ୍କୁ କୋର୍ଟ ଫାଶି ଦଣ୍ଡାଦେଶ ଦେଇଥିଲେ। ମାମଲାର ଷଷ୍ଠ ଅଭିଯୁକ୍ତ ନାବାଳକ ଥିବାରୁ ତାଙ୍କୁ ଜୁଭେନାଇଲ ବିଚାର ଅନୁଯାୟୀ ସୁଧାର ଗୃହରେ ୩ ବର୍ଷ ସଜା କାଟିବା ପରେ ମୁକ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story