ବିହାରରେ ୮ ଜେଡିୟୁ ବିଧାୟକ ହେଲେ ମନ୍ତ୍ରୀ, ବିଜେପି-ଜେଡିୟୁ ମେଣ୍ଟରେ ଫାଟ ଥିବା ଚର୍ଚ୍ଚା

ପାଟନା: ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୮ ଜଣ ଦଳୀୟ ବିଧାୟକଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ରାଜ୍ୟପାଳ ଲାଲଜୀ ଟଣ୍ଡନ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜେଡିୟୁ ବିଧାୟକଙ୍କୁ ଛାଡ଼ିଦେଲେ ମେଣ୍ଟ ସରକାରରେ ସାମିଲ ଥିବା ବିଜେପି ଓ ଲୋକ ଜନଶକ୍ତି ପାର୍ଟିର ବିଧାୟକ ଏହି ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣରେ ସାମିଲ ହୋଇ ନାହାନ୍ତି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଛି। ଏହି […]

nitish kumar

nitish kumar

Subhransu Sekhar
  • Published: Sunday, 02 June 2019
  • Updated: 02 June 2019, 03:36 PM IST

Sports

Latest News

ପାଟନା: ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୮ ଜଣ ଦଳୀୟ ବିଧାୟକଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ରାଜ୍ୟପାଳ ଲାଲଜୀ ଟଣ୍ଡନ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜେଡିୟୁ ବିଧାୟକଙ୍କୁ ଛାଡ଼ିଦେଲେ ମେଣ୍ଟ ସରକାରରେ ସାମିଲ ଥିବା ବିଜେପି ଓ ଲୋକ ଜନଶକ୍ତି ପାର୍ଟିର ବିଧାୟକ ଏହି ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣରେ ସାମିଲ ହୋଇ ନାହାନ୍ତି।

କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଛି। ଏହି ମନ୍ତ୍ରିମଣ୍ଡଳରେ ଜେଡିୟୁକୁ ଗୋଟିଏ ମନ୍ତ୍ରିପଦ ମିଳିଥିଲା। ହେଲେ ଏହାକୁ ଅଗ୍ରାହ୍ୟ କରିଥିଲେ ଜେଡିୟୁ ସଭାପତି ନୀତୀଶ କୁମାର। ଏହାପରେ ରାଜ୍ୟରେ ତାଙ୍କ ନେତୃତ୍ୱାଧୀନ ସରକାରର ମନ୍ତ୍ରିମଣ୍ଡଳର କାୟା ବିସ୍ତାର କରିଛନ୍ତି। ତେଣୁ ଏବେ ବିଜେପି ଓ ଜେଡିୟୁରେ କିଛି ଠିକଠାକ୍ ଚାଲିନଥିବା ଚର୍ଚ୍ଚା ହେଉଛି।

ତେବେ ଶପଥ ଗ୍ରହଣ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦି। ସେ କହିଛନ୍ତି ଦୁଇ ଦଳ ମଧ୍ୟରେ ୨୦୦ ପ୍ରତିଶତ ବୁଝାମଣା  ଠିକ୍ ରହିଛି। ନୀତୀଶ କୁମାର ବିଜେପିକୁ ମଧ୍ୟ ଖାଲି ପଡ଼ିଥିବା ମନ୍ତ୍ରିପଦ ପାଇଁ ଦଳୀୟ ବିଧାୟକଙ୍କୁ ସାମିଲ ହେବାକୁ କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ଏହା ଉପରେ ବିଚାର କରାଯିବ ବୋଲି ଟ୍ୱିଟ୍ କରି କହିଛନ୍ତି ସୁଶୀଲ ମୋଦି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story