ୟୁପିରେ କୌଣସି ମେଣ୍ଟ ହେବ ନାହିଁ: ମୁଲାୟମ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କୌଣସି ମେଣ୍ଟ ହେବ ନାହିଁ ବୋଲି ଆଜି ସମାଜବାଦୀ ପାର୍ଟି (ସପା) ମୁଖ୍ୟ ମୁଲାୟମ ସିଂହ ଯାଦବ ଘୋଷଣା କରିଛନ୍ତି। ଏହା ସହିତ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଜନତା ପରିବାରକୁ ନେଇ ସପା ମହାମେଣ୍ଟ କରିବ ବୋଲି ଯେଉଁ ଆଲୋଚନା ହେଉଥିଲା ତା’ର ଅନ୍ତ ଘଟିଛି। ମୁଲାୟମ କହିଛନ୍ତି,“କୌଣସି ମେଣ୍ଟ ହେବ ନାହିଁ। କେବଳ ମିଶ୍ରଣ ହୋଇପାରେ।”

mulayam-singh-yadav

Rakesh Mallick
  • Published: Thursday, 10 November 2016
  • , Updated: 10 November 2016, 04:04 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କୌଣସି ମେଣ୍ଟ ହେବ ନାହିଁ ବୋଲି ଆଜି ସମାଜବାଦୀ ପାର୍ଟି (ସପା) ମୁଖ୍ୟ ମୁଲାୟମ ସିଂହ ଯାଦବ ଘୋଷଣା କରିଛନ୍ତି। ଏହା ସହିତ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଜନତା ପରିବାରକୁ ନେଇ ସପା ମହାମେଣ୍ଟ କରିବ ବୋଲି ଯେଉଁ ଆଲୋଚନା ହେଉଥିଲା ତା’ର ଅନ୍ତ ଘଟିଛି।

ମୁଲାୟମ କହିଛନ୍ତି,“କୌଣସି ମେଣ୍ଟ ହେବ ନାହିଁ। କେବଳ ମିଶ୍ରଣ ହୋଇପାରେ।”

Related story