ଏଟିଏମ୍‌ରୁ ଟଙ୍କା ଉଠାଇଲେ ଲାଗିବନି ଜିଏସ୍‌ଟି

ନୂଆଦିଲ୍ଲୀ: ଏଟିଏମ୍‌ରୁ ଟଙ୍କା ଉଠାଇଲେ ଆଉ ଲାଗିବନି ଟ୍ୟାକ୍ସ। କାରଣ ଏଟିଏମ୍‌ରୁ ଟଙ୍କା ଉଠାଣକୁ ଜିଏସଟିରୁ  ବାଦ୍ ଦିଆଯାଇଛି। ଏହାସହ ଚେକ୍‌ବୁକ୍‌ ପରି ଫ୍ରି ସେବାକୁ ମଧ୍ୟ ଜିଏସ୍‌ଟିରୁ ବାହାରେ ରଖାଯାଇଛି। କିନ୍ତୁ କ୍ରେଡିଟ୍‌ କାର୍ଡ଼ ବିଲ୍‌ର ବକେୟା ଦେୟ ଓ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ବୀମା କ୍ରୟ ଉପରେ ଜିଏସ୍‌ଟି ଲାଗୁ ହେବ। ବ୍ୟାଙ୍କିଙ୍ଗ୍, ବୀମା ଓ ସେୟାର ବ୍ରୋକର ସେବା ଗୁଡ଼ିକ ଉପରେ ଜିଏସ୍‌ଟି ଲାଗୁ ହେବା ନେଇ ବାରମ୍ବାର ଉଠୁଥିବା ପ୍ରଶ୍ନର ନିବାରଣ(ଏଫ୍‌ଏକ୍ୟୁ) […]

99999ATM

Ordigital Desk
  • Published: Monday, 04 June 2018
  • , Updated: 04 June 2018, 11:50 AM IST

ନୂଆଦିଲ୍ଲୀ: ଏଟିଏମ୍‌ରୁ ଟଙ୍କା ଉଠାଇଲେ ଆଉ ଲାଗିବନି ଟ୍ୟାକ୍ସ। କାରଣ ଏଟିଏମ୍‌ରୁ ଟଙ୍କା ଉଠାଣକୁ ଜିଏସଟିରୁ  ବାଦ୍ ଦିଆଯାଇଛି। ଏହାସହ ଚେକ୍‌ବୁକ୍‌ ପରି ଫ୍ରି ସେବାକୁ ମଧ୍ୟ ଜିଏସ୍‌ଟିରୁ ବାହାରେ ରଖାଯାଇଛି। କିନ୍ତୁ କ୍ରେଡିଟ୍‌ କାର୍ଡ଼ ବିଲ୍‌ର ବକେୟା ଦେୟ ଓ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ବୀମା କ୍ରୟ ଉପରେ ଜିଏସ୍‌ଟି ଲାଗୁ ହେବ।

ବ୍ୟାଙ୍କିଙ୍ଗ୍, ବୀମା ଓ ସେୟାର ବ୍ରୋକର ସେବା ଗୁଡ଼ିକ ଉପରେ ଜିଏସ୍‌ଟି ଲାଗୁ ହେବା ନେଇ ବାରମ୍ବାର ଉଠୁଥିବା ପ୍ରଶ୍ନର ନିବାରଣ(ଏଫ୍‌ଏକ୍ୟୁ) ଜାରି କରି ରାଜସ୍ୱ ବିଭାଗ ଏହାର ସ୍ପଷ୍ଟୀକରଣ ଦେଇଛି।

Related story