ଜିଏସ୍‌ଟି ବିରୋଧୀ ମନ୍ତବ୍ୟ ମାମଲାରେ ‘ମେର୍ସାଲ’ ଫିଲ୍ମକୁ ମାଡ୍ରାସ୍ ହାଇକୋର୍ଟରୁ ମିଳିଲା ଏନ୍ଓ‌ସି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଭାରତୀୟ ଫିଲ୍ମ ମେର୍ସାଲ ଉପରେ ବ୍ୟାନ ଲଗାଯିବ ନାହିଁ ବୋଲି  ସ୍ପଷ୍ଟ କରିଛନ୍ତି ମାଡ୍ରାସ୍ ହାଇକୋର୍ଟ। ଏହି ଫିଲ୍ମରେ GST ବିରୋଧରେ କେତେକ ଡାଇଲଗ ଅଛି। ଅଭିଯୋଗ ହୋଇଥିଲା ଜିଏସ୍ଟି ସଂପର୍କରେ ମେର୍ସାଲ ଫିଲ୍ମ ଭ୍ରାନ୍ତ ଧାରଣା ସୃଷ୍ଟି କରାଉଛି ଓ ଦେଶର ଛବି ଖରାପ କରୁଛି। ତେଣୁ ତାକୁ ବ୍ୟାନ କରିବାକୁ ଜଣେ ଓକିଲ ମାଡ୍ରାସ ହାଇକୋର୍ଟରେ ଆବେଦନ କରିଥିଲେ। ଏହାକୁ ଖାରଜ କରି କୋର୍ଟ କହିଛନ୍ତି, ଏହା କେବଳ […]

mersalaaaa

mersalaaaa

Rakesh Mallick
  • Published: Friday, 27 October 2017
  • Updated: 27 October 2017, 09:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଭାରତୀୟ ଫିଲ୍ମ ମେର୍ସାଲ ଉପରେ ବ୍ୟାନ ଲଗାଯିବ ନାହିଁ ବୋଲି  ସ୍ପଷ୍ଟ କରିଛନ୍ତି ମାଡ୍ରାସ୍ ହାଇକୋର୍ଟ। ଏହି ଫିଲ୍ମରେ GST ବିରୋଧରେ କେତେକ ଡାଇଲଗ ଅଛି। ଅଭିଯୋଗ ହୋଇଥିଲା ଜିଏସ୍ଟି ସଂପର୍କରେ ମେର୍ସାଲ ଫିଲ୍ମ ଭ୍ରାନ୍ତ ଧାରଣା ସୃଷ୍ଟି କରାଉଛି ଓ ଦେଶର ଛବି ଖରାପ କରୁଛି। ତେଣୁ ତାକୁ ବ୍ୟାନ କରିବାକୁ ଜଣେ ଓକିଲ ମାଡ୍ରାସ ହାଇକୋର୍ଟରେ ଆବେଦନ କରିଥିଲେ। ଏହାକୁ ଖାରଜ କରି କୋର୍ଟ କହିଛନ୍ତି, ଏହା କେବଳ ଏକ ଫିଲ୍ମ ଏବଂ ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାରରୁ କାହାକୁ ବଞ୍ଚିତ କରାଯାଇପାରିବ ନାହିଁ। ଏହି ଫିଲ୍ମର ତାମିଲ ଭର୍ସନ ଦୀପାବଳିରେ ରିଲିଜ ହୋଇ ୧୮୦  କୋଟି ଟଙ୍କା ରୋଜଗାର କଲାଣି।  କିଛି ଦିନ ପରେ ତେଲୁଗୁ ଭର୍ସନ ରିଲିଜ ହେବ। ଏହି ଫିଲ୍ମ ନିର୍ମାଣରେ ୧୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos