କରୋନା ଆକ୍ରାନ୍ତଙ୍କ ଘର ବାହାରେ ଲାଗିବନି କୋଭିଡ୍ ପୋଷ୍ଟର

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ଘରେ କ୍ୱାରେଣ୍ଟାଇନରେ ଥିଲେ ଘର ବାହାରେ ପୋଷ୍ଟର ଲାଗିବ। ଏ ନେଇ ସରକାରୀ ଭାବରେ ନିୟମ ରହିଛି। ହେଲେ ଦିଲ୍ଲୀ ସରକାର ଏବେ ଏହି ନିୟମ ବଦଳାଇଛନ୍ତି। ଅର୍ଥାତ୍ ଆକ୍ରାନ୍ତ ଘରେ ଥିଲେ ଘର ବାହାରେ ପୂର୍ବ ପରି ପୋଷ୍ଟର ଲାଗିବନି। ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ ୧୨,୮୯୦ ଜଣ କେବଳ ଦିଲ୍ଲୀରେ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି। ତେବେ ଯେଉଁମାନଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ବି ଅନୁଭୂତ ହେଉଛି ସେମାନେ […]

corona-kit

corona-kit

Subhransu Sekhar
  • Published: Friday, 09 October 2020
  • Updated: 09 October 2020, 11:03 AM IST

Sports

Latest News

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ଘରେ କ୍ୱାରେଣ୍ଟାଇନରେ ଥିଲେ ଘର ବାହାରେ ପୋଷ୍ଟର ଲାଗିବ। ଏ ନେଇ ସରକାରୀ ଭାବରେ ନିୟମ ରହିଛି। ହେଲେ ଦିଲ୍ଲୀ ସରକାର ଏବେ ଏହି ନିୟମ ବଦଳାଇଛନ୍ତି। ଅର୍ଥାତ୍ ଆକ୍ରାନ୍ତ ଘରେ ଥିଲେ ଘର ବାହାରେ ପୂର୍ବ ପରି ପୋଷ୍ଟର ଲାଗିବନି।

ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ ୧୨,୮୯୦ ଜଣ କେବଳ ଦିଲ୍ଲୀରେ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି। ତେବେ ଯେଉଁମାନଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ବି ଅନୁଭୂତ ହେଉଛି ସେମାନେ ମଧ୍ୟ ଘରେ ରହିବା ଦରକାର ବୋଲି ଦିଲ୍ଲୀ ସରକାର ପରାମର୍ଶ ଦେଇଛନ୍ତି।

ଗୁରୁବାର ଦିଲ୍ଲୀର କୋଭିଡ୍ ରିପୋର୍ଟ ଅନୁଯାୟୀ, ୨,୭୨୬ ଜଣଙ୍କର କରୋନାରେ ସଂକ୍ରମିତ ହୋଇଥିଲେ। ନୂଆ ଆକ୍ରାନ୍ତକୁ ମିଶାଇ ରାଜଧାନୀ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story