ଚଳିତ ବର୍ଷ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା:୩ ଆମେରିକୀୟ ପଦାର୍ଥ ବିଜ୍ଞାନୀ ପାଇବେ ଏହି ପୁରସ୍କାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୭ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଜିତିଛନ୍ତି ୩ ଆମେରିକୀୟ ବୈଜ୍ଞାନିକ। ଆଜି ଏନେଇ ନୋବେଲ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି। ଏହି  ୩ ଆମେରିକୀୟ ପଦାର୍ଥ ବିଜ୍ଞାନୀ ହେଲେ ବ୍ୟାରୀ ବାରିସ୍, କିପ୍ ଥୋର୍ନେ, ରେନର ୱେଇସ୍। ମାଧ୍ୟାକର୍ଷଣ ତରଙ୍ଗ ଉପରେ ଗବେଷଣା ପାଇଁ ଏହି ତିନି ଜଣ ନୋବେଲ ପୁରସ୍କାର ପାଇବେ। ମହାକାଶରେ ଦୁଇଟି ବ୍ଲାକହୋଲ ଧକ୍କାରୁ ସୃଷ୍ଟି ହେଉଥିବା ମାଧ୍ୟାକର୍ଷଣ ତରଙ୍ଗକୁ ଚିହ୍ନଟ କରିବା […]

nobel

Rakesh Mallick
  • Published: Tuesday, 03 October 2017
  • , Updated: 03 October 2017, 03:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୭ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଜିତିଛନ୍ତି ୩ ଆମେରିକୀୟ ବୈଜ୍ଞାନିକ। ଆଜି ଏନେଇ ନୋବେଲ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି। ଏହି  ୩ ଆମେରିକୀୟ ପଦାର୍ଥ ବିଜ୍ଞାନୀ ହେଲେ ବ୍ୟାରୀ ବାରିସ୍, କିପ୍ ଥୋର୍ନେ, ରେନର ୱେଇସ୍। ମାଧ୍ୟାକର୍ଷଣ ତରଙ୍ଗ ଉପରେ ଗବେଷଣା ପାଇଁ ଏହି ତିନି ଜଣ ନୋବେଲ ପୁରସ୍କାର ପାଇବେ। ମହାକାଶରେ ଦୁଇଟି ବ୍ଲାକହୋଲ ଧକ୍କାରୁ ସୃଷ୍ଟି ହେଉଥିବା ମାଧ୍ୟାକର୍ଷଣ ତରଙ୍ଗକୁ ଚିହ୍ନଟ କରିବା ପାଇଁ କାର୍ଯ୍ୟ କରୁଥିବା ଲିଗୋ ଅବଜର୍ଭେଟୋରି, ଏହି ତିନି ବୈଜ୍ଞାନିକଙ୍କ ମାନସ ସନ୍ତାନ।

Related story