ସାହିତ୍ୟରେ ବବ୍‌ ଡାଇଲାନ୍‌ଙ୍କୁ ନୋବେଲ ପୁରସ୍କାର

ଷ୍ଟକ୍‌ହୋମ୍‌: ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ଆମେରିକୀୟ ସାହିତ୍ୟିକ ବବ୍‌ ଡାଇଲାନ୍‌ ମନୋନିଜ ହୋଇଛନ୍ତି।୧୯୯୩ରେ ଆମେରିକାର ଉପନ୍ୟାସିକ ଟୋନି ମୋରିସନ୍‌ଙ୍କ ପରେ ୭୫ ବର୍ଷିୟ ଡାଇଲାନ୍‌ ହେଉଛନ୍ତି ପ୍ରଥମ ଆମେରିକୀୟ ଯିଏ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପୂର୍ବରୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ସ୍କଟ୍‌ଲ୍ୟାଣ୍ଡର ବୈଜ୍ଞାନିକ ଜିନ୍ ପେରେ ସାଭେଜ୍‌, ଜେ. ଫ୍ରେଜର ଷ୍ଟୋଡାର୍ଟ ଏବଂ ବାର୍ନାର୍ଡ ଏଲ୍‌. ଫେରିଙ୍ଗା ଓ ପଦାର୍ଥ ବିଜ୍ଞାନ ପାଇଁ ଆମେରିକାର ତିନି ଜଣ ବୈଜ୍ଞାନିକ […]

bob-dylan

Rakesh Mallick
  • Published: Thursday, 13 October 2016
  • , Updated: 04 May 2017, 03:44 PM IST

ଷ୍ଟକ୍‌ହୋମ୍‌: ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ଆମେରିକୀୟ ସାହିତ୍ୟିକ ବବ୍‌ ଡାଇଲାନ୍‌ ମନୋନିଜ ହୋଇଛନ୍ତି।୧୯୯୩ରେ ଆମେରିକାର ଉପନ୍ୟାସିକ ଟୋନି ମୋରିସନ୍‌ଙ୍କ ପରେ ୭୫ ବର୍ଷିୟ ଡାଇଲାନ୍‌ ହେଉଛନ୍ତି ପ୍ରଥମ ଆମେରିକୀୟ ଯିଏ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ପୂର୍ବରୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ସ୍କଟ୍‌ଲ୍ୟାଣ୍ଡର ବୈଜ୍ଞାନିକ ଜିନ୍ ପେରେ ସାଭେଜ୍‌, ଜେ. ଫ୍ରେଜର ଷ୍ଟୋଡାର୍ଟ ଏବଂ ବାର୍ନାର୍ଡ ଏଲ୍‌. ଫେରିଙ୍ଗା ଓ ପଦାର୍ଥ ବିଜ୍ଞାନ ପାଇଁ ଆମେରିକାର ତିନି ଜଣ ବୈଜ୍ଞାନିକ ଡାଭିଡ୍ ଥାଉଲେସ୍, ଡୁନ୍‌କାନ ହାଲଡେନ୍ ଏବଂ ମାଇକେଲ୍ କୋଷ୍ଟେରଲିଜ୍ ମନୋନୀତ ହୋଇଛନ୍ତି।

Related story