ବିମୁଦ୍ରାକରଣ ପାଇଁ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ ଇସ୍ତଫା ଦେଇଥାନ୍ତି: ପି.ଚିଦାମ୍ବରମ୍‌

ନୂଆଦିଲ୍ଲୀ:“ମୁଁ ଯଦି ଅର୍ଥମନ୍ତ୍ରୀ ହୋଇଥାନ୍ତି ଏବଂ ପ୍ରଧାନମନ୍ତ୍ରୀ ବିମୁଦ୍ରାକରଣ ପାଇଁ ମୋତେ ଜୋର କରିଥାନ୍ତେ ତେବେ ମୁଁ ପଦବୀରୁ ଇସ୍ତଫା ଦେଇଥାନ୍ତି”, ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍‌ । ସେ ଏହି କଥା ଦିଲ୍ଲୀ ସାହିତ୍ୟ ମହୋତ୍ସବରେ ବିମୁଦ୍ରାକରଣକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଭ୍ରଷ୍ଟାଚାର, ଜାଲ ନୋଟ୍‌ ଏବଂ କଳା ବଜାରକୁ ଅଟକାଇ ପାରିବ ନାହିଁ ଯେପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। […]

p-chidambaram

Rakesh Mallick
  • Published: Monday, 28 November 2016
  • , Updated: 28 November 2016, 03:35 PM IST

ନୂଆଦିଲ୍ଲୀ:“ମୁଁ ଯଦି ଅର୍ଥମନ୍ତ୍ରୀ ହୋଇଥାନ୍ତି ଏବଂ ପ୍ରଧାନମନ୍ତ୍ରୀ ବିମୁଦ୍ରାକରଣ ପାଇଁ ମୋତେ ଜୋର କରିଥାନ୍ତେ ତେବେ ମୁଁ ପଦବୀରୁ ଇସ୍ତଫା ଦେଇଥାନ୍ତି”, ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍‌ । ସେ ଏହି କଥା ଦିଲ୍ଲୀ ସାହିତ୍ୟ ମହୋତ୍ସବରେ ବିମୁଦ୍ରାକରଣକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି।

ସରକାରଙ୍କ ଏହି ପଦକ୍ଷେପ ଭ୍ରଷ୍ଟାଚାର, ଜାଲ ନୋଟ୍‌ ଏବଂ କଳା ବଜାରକୁ ଅଟକାଇ ପାରିବ ନାହିଁ ଯେପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହି ବ୍ୟବସ୍ଥା ଅଳ୍ପଦିନ ପାଇଁ ଲାଭଦାୟକ ହେବ ଏବଂ ସହରାଞ୍ଚଳର ଲୋକେ ଡିଜିଟାଲ ମାଧ୍ୟମରେ ନେଣ ଦେଣ କରିବେ।

Related story