ନୋଟବନ୍ଦୀକୁ ନେଇ ପ୍ରବାସୀ ଭାରତୀୟଙ୍କ ଅନିଶ୍ଚିତତା ଦୂର କରାଯାଉ

ଲଣ୍ଡନ:୨୦୦୭ରୁ ବ୍ରିଟେନ ସାଂସଦ ଥିବା ଭାରତୀୟ ବଂଶୋଦ୍ଭବ  ବିରେନ୍ଦ୍ର ଶର୍ମା  ନୋଟବନ୍ଦୀକୁ ନେଇ  ଚିନ୍ତା ପ୍ରକଟ କରିଛନ୍ତି। ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବନ୍ଦ ପରେ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଲାଗି ରହିଥିବା ଅନିଶ୍ଚିତତା ଦୂର କରିବାକୁ ଭାରତ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି। ସେ କହିଛନ୍ତି, “ଏହି ସମସ୍ୟାକୁ ନେଇ ତାଙ୍କ ନିର୍ବାଚନୀ ମଣ୍ଡଳୀରୁ ବହୁତ ଫୋନ୍‌ ଓ ଚିଠି ଆସୁଛି। ବିଶେଷ କରି ଦକ୍ଷିଣ ପଶ୍ଚିମ ଲଣ୍ଡନର  ସାଉଥହଲର ଇଲିଂ […]

note

Rakesh Mallick
  • Published: Friday, 16 December 2016
  • , Updated: 04 May 2017, 03:44 PM IST

ଲଣ୍ଡନ:୨୦୦୭ରୁ ବ୍ରିଟେନ ସାଂସଦ ଥିବା ଭାରତୀୟ ବଂଶୋଦ୍ଭବ  ବିରେନ୍ଦ୍ର ଶର୍ମା  ନୋଟବନ୍ଦୀକୁ ନେଇ  ଚିନ୍ତା ପ୍ରକଟ କରିଛନ୍ତି। ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବନ୍ଦ ପରେ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଲାଗି ରହିଥିବା ଅନିଶ୍ଚିତତା ଦୂର କରିବାକୁ ଭାରତ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି।

ସେ କହିଛନ୍ତି, “ଏହି ସମସ୍ୟାକୁ ନେଇ ତାଙ୍କ ନିର୍ବାଚନୀ ମଣ୍ଡଳୀରୁ ବହୁତ ଫୋନ୍‌ ଓ ଚିଠି ଆସୁଛି। ବିଶେଷ କରି ଦକ୍ଷିଣ ପଶ୍ଚିମ ଲଣ୍ଡନର  ସାଉଥହଲର ଇଲିଂ ଅଞ୍ଚଳରୁ  ଅଧିକ ଏହି ଫୋନ୍‌ ଓ ଚିଠି ଆସୁଛି।”

ସୂଚନରଯୋଗ୍ୟ, ଏହି ଅଞ୍ଚଳରେ  ବହୁତ ସଂଖ୍ୟାରେ ପ୍ରବାସୀ ଭାରତୀୟମାନେ ବସବାସ କରୁଛନ୍ତି।

Related story