ଯୁବତୀଙ୍କୁ କାମୁଡ଼ି ଦେଲା ଓବାମାଙ୍କ କୁକୁର

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ବାରାକ ଓବାମାଙ୍କ କୁକୁର ‘ସନି’ ହ୍ୱାଇଟ୍ ହାଉସ୍‌ରେ ଜଣେ ଯୁବତୀଙ୍କୁ କାମୁଡ଼ି ଦେଇଥିବା ଜଣାପଡ଼ିଛି। ଗତ ସୋମାବର ଏହି ଯୁବତୀ ଜଣଙ୍କ ଓବାମା ପରିବାରର ଅତିଥି ହୋଇ ହ୍ୱାଇଟ୍ ହାଉସ୍‌କୁ ଆସିଥିଲେ। ଏଯାବତ ଉକ୍ତ ଯୁବତୀଙ୍କ ପରିଚୟ ଜଣାପଡ଼ିନି। କୁକୁରଟି ତାଙ୍କ ମୁହଁରେ କାମୁଡ଼ି ଦେଇଥିଲା। ତେବେ ବେଶୀ କ୍ଷତ ହୋଇ ନ ଥିଲା। ସେ ଏବେ ସୁସ୍ଥ ଅଛନ୍ତି। ଓବାମାଙ୍କ ପାରିବାରିକ ଡାକ୍ତର ରନି ଜ୍ୟାକ୍‌ସନ୍ ତାଙ୍କୁ ଚିକିତ୍ସା କରିଥିବା ଜଣାପଡ଼ିଛି। […]

Obama

Rakesh Mallick
  • Published: Saturday, 14 January 2017
  • , Updated: 04 May 2017, 03:44 PM IST

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ବାରାକ ଓବାମାଙ୍କ କୁକୁର ‘ସନି’ ହ୍ୱାଇଟ୍ ହାଉସ୍‌ରେ ଜଣେ ଯୁବତୀଙ୍କୁ କାମୁଡ଼ି ଦେଇଥିବା ଜଣାପଡ଼ିଛି। ଗତ ସୋମାବର ଏହି ଯୁବତୀ ଜଣଙ୍କ ଓବାମା ପରିବାରର ଅତିଥି ହୋଇ ହ୍ୱାଇଟ୍ ହାଉସ୍‌କୁ ଆସିଥିଲେ। ଏଯାବତ ଉକ୍ତ ଯୁବତୀଙ୍କ ପରିଚୟ ଜଣାପଡ଼ିନି। କୁକୁରଟି ତାଙ୍କ ମୁହଁରେ କାମୁଡ଼ି ଦେଇଥିଲା। ତେବେ ବେଶୀ କ୍ଷତ ହୋଇ ନ ଥିଲା। ସେ ଏବେ ସୁସ୍ଥ ଅଛନ୍ତି। ଓବାମାଙ୍କ ପାରିବାରିକ ଡାକ୍ତର ରନି ଜ୍ୟାକ୍‌ସନ୍ ତାଙ୍କୁ ଚିକିତ୍ସା କରିଥିବା ଜଣାପଡ଼ିଛି।

ଏ ଘଟଣା ସଂପର୍କରେ ହ୍ୱାଇଟ୍ ହାଉସ୍ ତରଫରୁ କୌଣସି ସୂଚନା ଦିଆଯାଇନାହିଁ।

Related story