ଅକ୍ଟୋବର ୨ରୁ ପୁଣି ଅନଶନରେ ବସିବେ ଅନ୍ନା ହଜାରେ

ନୂଆଦିଲ୍ଲୀ: ଜମି ଅଧିଗ୍ରହଣ ବିଲ୍ ଓ ୱାନ୍ ରାଙ୍କ୍ ୱାନ୍ ପେନସନ ପ୍ରସଙ୍ଗକୁ ନେଇ ଆସନ୍ତା ଅକ୍ଟୋବର ୨ ତାରିଖରୁ ଅନଶନରେ ବସିବେ ସମାଜସେବୀ ଅନ୍ନା ହଜାରେ। ଅନିର୍ଦ୍ଦିଷ୍ଟ କାଳ ପାଇଁ ସେ ଅନଶନରେ ବସିବେ। ବୁଧବାର ଅନ୍ନା ହଜାରେ ନିଜେ ଏହି ଘୋଷଣା କରିଛନ୍ତି। ଦିଲ୍ଲୀର ରାମଲୀଳା ମୈଦାନରେ ସେ ଏହି ଅନଶନ କରିବେ। ସେ ଜମି ଅଧିଗ୍ରହଣ ବିଲକୁ ପ୍ରାରମ୍ଭରୁ ବିରୋଧ କରି ଆସୁଛନ୍ତି। ଏପରିକି ଏହାକୁ ଆଇନରେ ପରିଣତ ନକରିବାକୁ ସେ ପ୍ରଧାନମନ୍ତ୍ରୀ […]

annahajare

annahajare

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 04:19 PM IST

ନୂଆଦିଲ୍ଲୀ: ଜମି ଅଧିଗ୍ରହଣ ବିଲ୍ ଓ ୱାନ୍ ରାଙ୍କ୍ ୱାନ୍ ପେନସନ ପ୍ରସଙ୍ଗକୁ ନେଇ ଆସନ୍ତା ଅକ୍ଟୋବର ୨ ତାରିଖରୁ ଅନଶନରେ ବସିବେ ସମାଜସେବୀ ଅନ୍ନା ହଜାରେ। ଅନିର୍ଦ୍ଦିଷ୍ଟ କାଳ ପାଇଁ ସେ ଅନଶନରେ ବସିବେ। ବୁଧବାର ଅନ୍ନା ହଜାରେ ନିଜେ ଏହି ଘୋଷଣା କରିଛନ୍ତି। ଦିଲ୍ଲୀର ରାମଲୀଳା ମୈଦାନରେ ସେ ଏହି ଅନଶନ କରିବେ। ସେ ଜମି ଅଧିଗ୍ରହଣ ବିଲକୁ ପ୍ରାରମ୍ଭରୁ ବିରୋଧ କରି ଆସୁଛନ୍ତି। ଏପରିକି ଏହାକୁ ଆଇନରେ ପରିଣତ ନକରିବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ବି ଲେଖିଥିଲେ। ସେହିପରି ସେନାର ଯବାନମାନଙ୍କ ପାଇଁ ୱାନ୍ ରାଙ୍କ୍ ୱାନ୍ ପେନସନ କରିବା ପାଇଁ ବି ମୋଦି ସରକାର ଆଗ୍ରହ ଦେଖାଉ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story