ପୁଣେ: ବୋମୋ ବିସ୍ଫୋରଣ,ଜଣେ ମୃତ,୩ ଗୁରୁତର

ପୁଣେ: ପୁଣେର କୋନ୍ଦୱାଠାରେ ଥିବା ଏକ ବଡ ଦୋକାନ ନିକଟରେ ବୋମା ବିସ୍ଫୋରଣ ଘଟି ଜଣେ ଲୋକ ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ବୋମା ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ନିଟକସ୍ଥ ୭ ରୁ ୮ଟି ଦୋକାନ ନଷ୍ଟ ହୋଇଯାଇଛି। ଏହିଦୋକାନରେ କାର୍ଯ୍ୟରତ ୩ ଜଣ ଦୋକାନୀ ଗୁରୁତର ଆହତ  ହୋଇଛନ୍ତି। ସେମାନଙ୍କୁ ନିଟକସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

pune-blast-anvi

Rakesh Mallick
  • Published: Tuesday, 01 September 2015
  • , Updated: 01 September 2015, 12:45 PM IST

Related story