ଡବଲ ସେଞ୍ଚୁରୀ ମାରିଲା ପିଆଜ

ବେଙ୍ଗାଲୁରୁ: ଶେଷରେ ଡବଲ ସେଞ୍ଚୁରୀ ମାରିବାରେ ସଫଳ ହୋଇଛି ପିଆଜ। ଶନିବାର ବେଙ୍ଗାଲୁରୁରେ ପିଆଜ କିଲୋ ପିଛା ୨୦୦ ଟଙ୍କା ଛୁଇଁଛି। ରାଜ୍ୟକୁ ପିଆଜ କମ୍ ଆସିବା ଏବଂ ହୋଲସେଲ ଦର ବଢ଼ିବା ପରେ ପିଆଜ ଦାମ ବଢ଼ିଛି ବୋଲି ବେଙ୍ଗାଲୁରୁର କୃଷି ବ୍ୟବସାୟିକ ଅଧିକାରୀ ସିଦ୍ଦଗଙ୍ଗିଆ କହିଛନ୍ତି। ଅମଳ ସମୟରେ ବର୍ଷା ହେବାରୁ ପିଆଜ ଚାଷ ନଷ୍ଟ ହୋଇଯାଇଛି। ଫଳରେ ନୂଆ ଅମଳ ବଜାରକୁ ଆସିପାରି ନାହିଁ। ପୁରୁଣା ପିଆଜ ଶେଷ ହୋଇଆସୁଥିବାରୁ ବଜାରରେ ପିଆଜ […]

onion-fight_f

onion-fight_f

Subhransu Sekhar
  • Published: Sunday, 08 December 2019
  • Updated: 08 December 2019, 01:45 PM IST

ବେଙ୍ଗାଲୁରୁ: ଶେଷରେ ଡବଲ ସେଞ୍ଚୁରୀ ମାରିବାରେ ସଫଳ ହୋଇଛି ପିଆଜ। ଶନିବାର ବେଙ୍ଗାଲୁରୁରେ ପିଆଜ କିଲୋ ପିଛା ୨୦୦ ଟଙ୍କା ଛୁଇଁଛି। ରାଜ୍ୟକୁ ପିଆଜ କମ୍ ଆସିବା ଏବଂ ହୋଲସେଲ ଦର ବଢ଼ିବା ପରେ ପିଆଜ ଦାମ ବଢ଼ିଛି ବୋଲି ବେଙ୍ଗାଲୁରୁର କୃଷି ବ୍ୟବସାୟିକ ଅଧିକାରୀ ସିଦ୍ଦଗଙ୍ଗିଆ କହିଛନ୍ତି।

ଅମଳ ସମୟରେ ବର୍ଷା ହେବାରୁ ପିଆଜ ଚାଷ ନଷ୍ଟ ହୋଇଯାଇଛି। ଫଳରେ ନୂଆ ଅମଳ ବଜାରକୁ ଆସିପାରି ନାହିଁ। ପୁରୁଣା ପିଆଜ ଶେଷ ହୋଇଆସୁଥିବାରୁ ବଜାରରେ ପିଆଜ ଉଭାନ ହୋଇଯାଇଛି। ଯାହା ବି ଅଛି ତାହା ଚଢ଼ା ଦରରେ ବିକ୍ରି ହେଉଛି ବୋଲି ସେ କହିଛନ୍ତି।

ସେହିପରି ଓଡ଼ିଶାରେ ମଧ୍ୟ ପିଆଜି କିଲୋ ୧୬୦ ଟଙ୍କା ପହଁଚି ସାରିଛି। ରାତି ପାହିଲେ ଦର ବଢ଼ୁଥିବାରୁ ଖୁବଶୀଘ୍ର ଓଡ଼ିଶାରେ ମଧ୍ୟ ପିଆଜ ଦର ୨୦୦ ଛୁଇଁବ ବୋଲି ଆକଳନ କରାଯାଉଛି। ରାଜ୍ୟକୁ ପିଆଜ କମ୍ ଆମଦାନୀ ହେଉଥିବାରୁ ଦର ବୃଦ୍ଧି ହେଉଛି ବୋଲି ସୂଚନା ରହିଛି।

ସାରା ଦେଶରେ ପିଆଜର ମହଙ୍ଗା ମାଡ ଜାରି ରହିଛି। ପିଆଜ ଦରବୃଦ୍ଧିକୁ ନେଇ ଖାଉଟି ମଧ୍ୟ ହନ୍ତସନ୍ତ ହେଉଛନ୍ତି। ନିକଟରେ ଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପିଆଜ ଦର ବୃଦ୍ଧିକୁ ନେଇ ବୈଠକ କରିଥିଲେ। ପିଆଜ ସଙ୍କଟ ଏଡାଇବାକୁ କେନ୍ଦ୍ର ସରକାର ଇଜିପ୍ଟ ଓ ତୁର୍କୀରୁ ପିଆଜ ଆମଦାନୀ କରିବେ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story