.@INCIndia has decided to not send spokespersons on television debates for a month.
All media channels/editors are requested to not place Congress representatives on their shows.
— Randeep Singh Surjewala (@rssurjewala) May 30, 2019
ଏହା ପୂର୍ବରୁ ଗତକାଲି ସମାଜବାଦୀ ପାର୍ଟି ଦଳର ନିର୍ଦ୍ଦେଶ ନମାନି ଜଣେ ମୁଖପାତ୍ର ଟିଭି ବିତର୍କରେ ସାମିଲ ହୋଇଥିବାରୁ ଦଳ ତାଙ୍କୁ ବହିଷ୍କାର କରିଛି। ସେହିପରି କର୍ଣ୍ଣାଟକା ମେଣ୍ଟ ସରକାରରେ ସାମିଲ ଥିବା ଜେଡିଏସ ମଧ୍ୟ ଟିଭି ବିତର୍କ ଓ ଗଣମାଧ୍ୟମରେ ଦଳୀୟ ନେତାଙ୍କୁ ସାମିଲ ନହେବାକୁ ନିର୍ଦ୍ଦେଶ ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।