ଟିଭି ଡିବେଟକୁ ବିରୋଧୀଙ୍କ ନାପସନ୍ଦ

ନୂଆଦିଲ୍ଲୀ: ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ସମାଲୋଚନା ସହି ପାରୁନାହାନ୍ତି ବିରୋଧୀ ଦଳ। ଫଳାଫଳ ପୂର୍ବରୁ ଯେଉଁ ଦଳର ନେତାମାନେ ଟିଭି ବିତର୍କ ଓ ମିଡିଆ ସାମ୍ନାରେ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ଆକ୍ଷେପ କରୁଥିଲେ, ଏବେ ସେମାନେ ମିଡିଆ, ବିଜେପି ନେତା ଓ କର୍ମୀଙ୍କ ସମାଲୋଚନାରୁ ବର୍ତ୍ତିବା ପାଇଁ ନୂଆ ରଣନୀତି ଆପଣାଇଛନ୍ତି। ଆଜି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଯେୱାଲା ଟ୍ୱିଟ୍ କରି ସମସ୍ତ ଗଣମାଧ୍ୟମର ସମ୍ପାଦକମାନଙ୍କୁ ଟିଭି ଡିବେଟରେ କଂଗ୍ରେସ ନେତାଙ୍କୁ ସାମିଲ […]

rahul gandhi

rahul gandhi

Subhransu Sekhar
  • Published: Thursday, 30 May 2019
  • Updated: 30 May 2019, 10:57 AM IST

Sports

Latest News

ନୂଆଦିଲ୍ଲୀ: ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ସମାଲୋଚନା ସହି ପାରୁନାହାନ୍ତି ବିରୋଧୀ ଦଳ। ଫଳାଫଳ ପୂର୍ବରୁ ଯେଉଁ ଦଳର ନେତାମାନେ ଟିଭି ବିତର୍କ ଓ ମିଡିଆ ସାମ୍ନାରେ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ଆକ୍ଷେପ କରୁଥିଲେ, ଏବେ ସେମାନେ ମିଡିଆ, ବିଜେପି ନେତା ଓ କର୍ମୀଙ୍କ ସମାଲୋଚନାରୁ ବର୍ତ୍ତିବା ପାଇଁ ନୂଆ ରଣନୀତି ଆପଣାଇଛନ୍ତି।
ଆଜି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଯେୱାଲା ଟ୍ୱିଟ୍ କରି ସମସ୍ତ ଗଣମାଧ୍ୟମର ସମ୍ପାଦକମାନଙ୍କୁ ଟିଭି ଡିବେଟରେ କଂଗ୍ରେସ ନେତାଙ୍କୁ ସାମିଲ ନକରିବାକୁ ପରାମର୍ଶ ଦେଇଛନ୍ତି।

ଏହା ପୂର୍ବରୁ ଗତକାଲି ସମାଜବାଦୀ ପାର୍ଟି ଦଳର ନିର୍ଦ୍ଦେଶ ନମାନି ଜଣେ ମୁଖପାତ୍ର ଟିଭି ବିତର୍କରେ ସାମିଲ ହୋଇଥିବାରୁ ଦଳ ତାଙ୍କୁ ବହିଷ୍କାର କରିଛି। ସେହିପରି କର୍ଣ୍ଣାଟକା ମେଣ୍ଟ ସରକାରରେ ସାମିଲ ଥିବା ଜେଡିଏସ ମଧ୍ୟ ଟିଭି ବିତର୍କ ଓ ଗଣମାଧ୍ୟମରେ ଦଳୀୟ ନେତାଙ୍କୁ ସାମିଲ ନହେବାକୁ ନିର୍ଦ୍ଦେଶ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story