ପଶ୍ଚିମ କାଲିଫର୍ନିଆରେ ୪.୨ ତୀବ୍ରତାର ଭୂମିକମ୍ପ

ଫଟନା: କାଲିଫନିଆରେ ରବିବାର ସକାଳେ ଭୂମିକମ୍ପ  ଅନୁଭୁତ ହୋଇଛି। ରିକ୍ଟର ସେଲର ଏହାର ତ୍ରୀବତା ୪.୨ ରହିଥିଲା। କାଲିଫର୍ନିଆଠାରୁ ୫୦ କି.ମି. ଦୂରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। ଏହି ଭୂମିକମ୍ପରେ କିଛି କ୍ଷୟକ୍ଷତି ହୋଇ ନ ଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି। ସୂଚନାଯୋଗ୍ୟ, ଫଟନା ସହରରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଥିଲା।  ରିକ୍ଟର ସେଲର ଏହାର ତ୍ରୀବତା ୫.୫୪ ଥିଲା।  ଫଟନାର  ସହରରେ ନଦୀତଟ୍ଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।

earth Quake

Rakesh Mallick
  • Published: Sunday, 26 July 2015
  • , Updated: 04 May 2017, 03:45 PM IST

ଫଟନା: କାଲିଫନିଆରେ ରବିବାର ସକାଳେ ଭୂମିକମ୍ପ  ଅନୁଭୁତ ହୋଇଛି। ରିକ୍ଟର ସେଲର ଏହାର ତ୍ରୀବତା ୪.୨ ରହିଥିଲା। କାଲିଫର୍ନିଆଠାରୁ ୫୦ କି.ମି. ଦୂରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। ଏହି ଭୂମିକମ୍ପରେ କିଛି କ୍ଷୟକ୍ଷତି ହୋଇ ନ ଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି।

ସୂଚନାଯୋଗ୍ୟ, ଫଟନା ସହରରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଥିଲା।  ରିକ୍ଟର ସେଲର ଏହାର ତ୍ରୀବତା ୫.୫୪ ଥିଲା।  ଫଟନାର  ସହରରେ ନଦୀତଟ୍ଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।

Related story