ପଶ୍ଚିମ କାଲିଫର୍ନିଆରେ ୪.୨ ତୀବ୍ରତାର ଭୂମିକମ୍ପ
ଫଟନା: କାଲିଫନିଆରେ ରବିବାର ସକାଳେ ଭୂମିକମ୍ପ ଅନୁଭୁତ ହୋଇଛି। ରିକ୍ଟର ସେଲର ଏହାର ତ୍ରୀବତା ୪.୨ ରହିଥିଲା। କାଲିଫର୍ନିଆଠାରୁ ୫୦ କି.ମି. ଦୂରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। ଏହି ଭୂମିକମ୍ପରେ କିଛି କ୍ଷୟକ୍ଷତି ହୋଇ ନ ଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି। ସୂଚନାଯୋଗ୍ୟ, ଫଟନା ସହରରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସେଲର ଏହାର ତ୍ରୀବତା ୫.୫୪ ଥିଲା। ଫଟନାର ସହରରେ ନଦୀତଟ୍ଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।
ଫଟନା: କାଲିଫନିଆରେ ରବିବାର ସକାଳେ ଭୂମିକମ୍ପ ଅନୁଭୁତ ହୋଇଛି। ରିକ୍ଟର ସେଲର ଏହାର ତ୍ରୀବତା ୪.୨ ରହିଥିଲା। କାଲିଫର୍ନିଆଠାରୁ ୫୦ କି.ମି. ଦୂରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। ଏହି ଭୂମିକମ୍ପରେ କିଛି କ୍ଷୟକ୍ଷତି ହୋଇ ନ ଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି।
ସୂଚନାଯୋଗ୍ୟ, ଫଟନା ସହରରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସେଲର ଏହାର ତ୍ରୀବତା ୫.୫୪ ଥିଲା। ଫଟନାର ସହରରେ ନଦୀତଟ୍ଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।